ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।
ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ଥିବାବେଳେ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ରେ ୮ ଟଙ୍କା ବୃଦ୍ଧି ଘଟିଛି।
ବଢ଼ି ବଢ଼ି ଚାଲିଛି ଗ୍ୟାସ୍ ଦର । ଲୋକଙ୍କ ଅଣ୍ଟା ଦେଲାଣି ମହାଙ୍ଗା ମାଡ଼ ।
୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି।
ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍ପିଜି ସିଲିଣ୍ଡର ଦାମ୍ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି।
ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଝଟ୍କା। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି। ଆଜିଠୁ ଗ୍ୟାସ୍ ସିଲିଣ୍ଡର ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି।
ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼। ତୈଳ ଦର ତ ବଢୁଥିଲା ଏବେ ପୁଣି ବଢିଲା ଏଲପିଜି ଦର। ସୂଚନା ଅନୁସାରେ, ୨୬୬ ଟଙ୍କା କମର୍ସିଆଲ ସିଲିଣ୍ଡରରେ ଦର ବୃଦ୍ଧି ହୋଇଛି।
ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍କା। ପୁଣିଥରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ମହଙ୍ଗା ହୋଇଛି। ଗୋଟିଏପଟେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ନେଇ ଲୋକଙ୍କ ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇଛି।
ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍କା। ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ବଢ଼ାଇଛନ୍ତି। ଆଜିଠୁ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର(LPG Gas Cylinder)ର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି।