ଚାନ୍ଦିନୀ ଫୁଫୁଗାଁରେ ଥିବା ମାମୁ ଘରେ ରହି ପାଠ ପଢ଼ୁଥିଲା । ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ଭାଇ ସହ ଖେଳୁଥିଲା। ଏହିସମୟରେ ୫ଟି ବୁଲା କୁକୁର ଚାନ୍ଦିନୀ ନିକଟକୁ ଆସିଥିଲେ। ଅଚାନକ ଭାବେ ଗୋଟିଏ ବୁଲା କୁକୁର ଚାନ୍ଦିନୀକୁ କାମୁଡିବା ସହ ଆକ୍ରମଣ କରିଥିଲା।
ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ଘର ବାହାରେ ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର ।
ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ବିଦ୍ୟୁତ୍ ବିଭାଗ ଟିମ୍କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ ଦେଇଥିଲେ।
କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା ।
କିଛି ଦିନ ହେଲା ପୁରୀ ଜିଲ୍ଲା କଣାସରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି।
ଡେଲିଭରି ବୟ ଆଡ଼କୁ ଧାଇଁ ଆସିଲା ପୋଷା କୁକୁର । ଭୟରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ଯୁବକ ।
ବାପା ମାଡ଼ ଭୟରେ ଦୌଡ଼ି ପଳାଉଥିଲା କୁନି ପୁଅ । ଝୁଣି ଝୁଣି ମାରିଦେଲେ ବୁଲା କୁକୁର ।
ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।
ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।