• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Stray Dog

Panic grips over increase in number of dog bitten cases in Paradip
ପାରାଦୀପରେ ବୁଲା କୁକୁରଙ୍କ ଉପଦ୍ରବ, ୪ ମାସରେ ଅଢ଼େଇ ହଜାର ଲୋକ କୁକୁର କାମୁଡ଼ାର ଶିକାର

ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ...

Police complaint filed against man for mercilessly beating stray dog
ଏତେ ନିର୍ଦ୍ଦୟ ! କୁକୁର ଉପରେ ଶୁଝାଇଲେ ରାଗ, ନୃଶଂସ ଭାବେ ପିଟିଲେ...

ବୁଲା କୁକୁରକୁ ମାଡ଼ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏହି ଘଟଣା ଘଟିଛି।

Street dog boards the Borivali local in Mumbai every day
ଟ୍ରେନ୍‌ରେ ସବୁଦିନ ଯାତ୍ରା କରୁଛି ବୁଲା କୁକୁର, ଭାଇରାଲ ହେଉଛି ଭିଡିଓ

ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍‌ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି। 

stray dog
ପୁଅ ପାଇଁ ଯମଦୂତ ସାଜିଲା ବାପା ! ମାଡ଼ ଭୟରେ ଦୌଡ଼ି ପଳାଉଥିବା ବେଳେ ଝୁଣିଦେଲେ ବୁଲା କୁକୁର

ବାପା ମାଡ଼ ଭୟରେ ଦୌଡ଼ି ପଳାଉଥିଲା କୁନି ପୁଅ । ଝୁଣି ଝୁଣି ମାରିଦେଲେ ବୁଲା କୁକୁର ।

Stray Dog Attack
ଗୋଡ଼ାଇଲା ବୁଲା କୁକୁର..ଛୋଟ ଛୁଆ ସହ ଗାଡ଼ିରୁ ଓଲଟି ପଡ଼ିଲେ ଦୁଇ ମହିଳା

ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍‌ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।

dog
ହସ୍ପିଟାଲରେ ପଶି ନବଜାତକକୁ ଝୁଣି ଆଣିଲା କୁକୁର

ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .

Stray Dog
ସାବଧାନ ! ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।

Stray Dog
ହସ୍ପିଟାଲରେ ପଶି ମା’ କୋଳରୁ ମାସକର ଛୁଆକୁ ନେଇଗଲା ବୁଲା କୁକୁର

ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।

Tragic incident
ବୁଲା କୁକୁର ଆକ୍ରମଣରେ କୁନି ଝିଅ ଗୁରୁତର : ଗାଲକୁ କାମୁଡ଼ି ମାଂସ ପୁଳାଏ ନେଇଗଲା

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା । ବୁଲା କୁକୁରର ଆକ୍ରମଣରେ ଲହୁଲୁହାଣ ହୋଇଛି ଛୋଟ ଝିଅ ।

special report
ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

ଓଡ଼ିଶାରେ ବଢ଼ି ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ଏବେ ରାଜ୍ୟରେ ଅଛନ୍ତି ୧୭ ଲକ୍ଷ ବୁଲା କୁକୁର।