ଏହି ଘଟଣା ହାଇଦ୍ରାବାଦର ରହମତ ନାଗର ଅଞ୍ଚଳର। ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଛି ।
ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ...
ବୁଲା କୁକୁରକୁ ମାଡ଼ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏହି ଘଟଣା ଘଟିଛି।
ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି।
ବାପା ମାଡ଼ ଭୟରେ ଦୌଡ଼ି ପଳାଉଥିଲା କୁନି ପୁଅ । ଝୁଣି ଝୁଣି ମାରିଦେଲେ ବୁଲା କୁକୁର ।
ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .
ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।
ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।
ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା । ବୁଲା କୁକୁରର ଆକ୍ରମଣରେ ଲହୁଲୁହାଣ ହୋଇଛି ଛୋଟ ଝିଅ ।
ଓଡ଼ିଶାରେ ବଢ଼ି ବଢ଼ି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ଏବେ ରାଜ୍ୟରେ ଅଛନ୍ତି ୧୭ ଲକ୍ଷ ବୁଲା କୁକୁର।