• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Justice DY Chandrachud formally takes oath as the new Chief Justice of India
ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି।

6 Killed As Earthquake Hits Nepal
ଭୂକମ୍ପରେ ଥରିଲା ୩ ଦେଶ: ୬ ମୃତ, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକେ

ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Gender Change
ଛାତ୍ରୀଙ୍କୁ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଖେଳ ଶିକ୍ଷୟିତ୍ରୀ

ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।

gold price today
Today Gold Price- 8th Nov : ସ୍ଥିର ରହିଛି ସୁନା ଦର, ଜଲ୍‌ଦି କରନ୍ତୁ, ଘରକୁ ଆଣନ୍ତୁ ସୁନା ଗହଣା

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୫୦୦ ଟଙ୍କା ରହିଛି ।

accident
ତୀର୍ଥଯାତ୍ରା ହେଲେ ଶେଷଯାତ୍ରା ! ପୋଲରୁ ଖସିପଡ଼ିଲା ଟ୍ରାକ୍ଟର,୩ ମୃତ ଓ ୨୫ ଆହତ

ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।

accident
ଭୟଙ୍କର ଦୁର୍ଘଟଣା ! ଅଟୋ ଉପରେ ଓଲଟିଲା ଟ୍ରକ୍, ୪ ମୃତ

ପରୀକ୍ଷା ଦେଇ ଫେରୁଥିବା ସମୟରେ ଛକି ବସିଥିଲେ ମୃତ୍ୟୁଦୂତ । ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

EWS Quota
ପଛୁଆ ବର୍ଗଙ୍କ ପାଇଁ ରିଜର୍ଭ ରହିବ ସିଟ୍‌

ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଜାରି ରହିବ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

EWS Quota
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଜାରି ରହିବ ଆର୍ଥିକ ଅନଗ୍ରସରଙ୍କୁ ୧୦ ପ୍ରତିଶତ ରିଜର୍ଭେସନ

ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ଆଜି ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି ।

Cheetah
କୁନୋ ଜଙ୍ଗଲରେ ପ୍ରଥମ ଶିକାର କରିଛନ୍ତି ନାମିବ୍ୟାରୁ ଆସିଥିବା ଚିତା, ଦେଖନ୍ତୁ ଭିଡିଓ

ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା ।

Florence Nightangle Award
ଓଡ଼ିଶାର ଦୁଇ ନର୍ସଙ୍କୁ ରାଷ୍ଟ୍ରପତିଙ୍କ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର

ଜଗତସିଂହପୁର DDHରେ କାର୍ଯ୍ୟରତ ଖୁଲାନା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ।

  • Monday, 07 November 2022
death
କ୍ଲିନିକ୍‌ରେ ନିଜ ନମ୍ବରକୁ ଅପେକ୍ଷା କରିଥିଲେ ! ଡାକ୍ତର ଦେଖାଇବା ପୂର୍ବରୁ ମାଡ଼ି ଆସିଲା ମୃତ୍ୟୁ

ବସୁ ବସୁ ଚାଲିଗଲା ଜୀବନ । ଡାକ୍ତରଙ୍କୁ ଦେଖାଇବା ପାଇଁ ବି ସମୟ ମିଳିଲାନି, ଚାଲିଆସିଲେ ମୃତ୍ୟୁ ଦୂତ ।

10-year-old rapes 7-year-old girl
ପର୍ଣ୍ଣ ଦେଖିବା ପରେ ୭ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ୧୦ ବର୍ଷର ବାଳକ !

ଜଣେ ୧୦ ବର୍ଷର ବାଳକ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୋବାଇଲ୍‌ ଫୋନ୍‌ରେ ଅଶ୍ଲୀଳ ଦୃଶ୍ୟ ଦେଖିବା ପରେ ନାବାଳକ ଜଣକ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

gold price today
Today Gold Price- 7th Nov : ବିବାହ ଋତୁରେ କିଣନ୍ତୁ ସୁନା ଗହଣା, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୫୦,୬୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୯୦୦ ଟଙ୍କା ରହିଛି ।

supreme court
ଗରିବଙ୍କ ପାଇଁ ରହିବ କୋଟା ! EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର

EWS ଆରକ୍ଷଣ ଉପରେ 'ସୁପ୍ରିମ୍‌' ମୋହର । ସର୍ବୋଚ୍ଚ ନ୍ୟାୟାଳୟରେ ମୋଦି ସରକାରଙ୍କ ବଡ ବିଜୟ ।

Government employees to receive 18-month DA arrears soon
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର; ପାଇବେ ୧୮ ମାସର ବକେୟା DA

ଦୀପାବଳି ପୂର୍ବରୁ DA ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଉ ଏକ ଭଲ ଖବରକୁ ଅପେକ୍ଷା କରିଛନ୍ତି। ସେମାନେ ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ଏବଂ HRA ବୃଦ୍ଧିକୁ ଅପେକ୍ଷା କରିଛନ୍ତି।

Teen Kills Mother, Sister and 2 Others
ନାବାଳକର ଜଘନ୍ୟ କାଣ୍ଡ; ଟିଭିରୁ କୌଶଳ ଶିଖିଲା... ପରିବାରର ୪ ଜଣଙ୍କୁ ମାରିଦେଲା

ଜଘନ୍ୟ କାଣ୍ଡ ଘଟାଇଲା ୧୭ ବର୍ଷର ବାଳକ। ମା’ ଆଉ ଭଉଣୀ ସମେତ ୪ ଜଣଙ୍କୁ ହାଣିଦେଲା। ଟିଭି ଦେଖି ଶିଖୁଥିଲା ହତ୍ୟାର ବିଭିନ୍ନ ଟ୍ରିକ୍ସ!

accident
କାର୍‌ କିଣି ଖୁସିରେ ଫେରୁଥିଲେ ୨୫ ବର୍ଷିୟ ଯୁବକ ! ଘରେ ପହଞ୍ଚିବାର ୧କିମି ପୂର୍ବରୁ ଚାଲିଗଲା ଜୀବନ

ଭୟାନକ୍‌ ଦୁର୍ଘଟଣାରେ ନେଇଗଲା ଜୀବନ, ଗ୍ୟାସ୍‌ କଟରରେ ବାହାର କରାଗଲା ଶବ

Sbi new business scheme will be give rs 70000 per month
SBI ର ନୂଆ ଫ୍ରାଞ୍ଚାଇଜ୍; ୫ ଲକ୍ଷ ଖର୍ଚ୍ଚ କଲେ ମାସକୁ ୬୦ ରୁ ୭୦ ହଜାର ରୋଜଗାର

ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? SBI ଆଣିଛି ନୂଆ ଫ୍ରାଞ୍ଚାଇଜ୍। ଏମିତି କରି ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।

cyrus mistry death Case
ମୃତ୍ୟୁର ୨ମାସ ପରେ ସାଇରସଙ୍କ ବନ୍ଧୁଙ୍କ ନାଁରେ ମାମଲା

ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ। 

Charu Nigam
ଛଦ୍ମବେଶୀ ଆଇପିଏସ୍‌ ମ୍ୟାଡମ୍‌ ! ମିଛ ଲୁଟର ସୂଚନା ଦେଇ ପୋଲିସ୍‌ କର୍ମୀଙ୍କୁ ଟେଷ୍ଟ କରନ୍ତି, ତା’ପରେ...

ସକାଳ ହେଲେ ବେଶ ବଦଳାଇ ବାହାରି ଯାଆନ୍ତି ଏହି ମହିଳା ଆଇପିଏସ୍‌

False Guarantees Has Been Congress Old Trick says PM Modi
ମିଛ ଗ୍ୟାରେଣ୍ଟି ଦେବା କଂଗ୍ରେସର ଫର୍ମୁଲା: ମୋଦି

ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି।

Know How To Lock Biometric Information On Your Aadhaar Card
ଚୋରି ହୋଇପାରେ ଆପଣଙ୍କ ଆଧାର କାର୍ଡର ବାୟୋମେଟ୍ରିକ୍ ତଥ୍ୟ, ଜାଣନ୍ତୁ କେମିତି କରିବେ ଲକ୍‌...

ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

delhi
କାହିଁକି ପ୍ରତିବର୍ଷ ଗୁରୁତର ବାୟୁ ପ୍ରଦୂଷଣର ସାମ୍ନା କରୁଛି ଦିଲ୍ଲୀ ?

ଶସ୍ୟ ଅବଶେଷ ପୋଡ଼ା ଅଭିଯୋଗକୁ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ।

delete android apps
ତୁରନ୍ତ ସ୍ମାର୍ଟଫୋନ୍‌ରୁ ଏହି ୪ ଆପ୍‌କୁ ଅନ୍‌ଇନଷ୍ଟଲ୍ କରନ୍ତୁ...

ଆପ୍‌ ଡାଉନ୍‌ଲୋଡ ପାଇଁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ (Google Play Store) ହେଉଛି ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍‌ଲୋଡ ଆପ୍‌। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍‌କୁ ମଧ୍ୟ ସାଇବର ଠକମାନେ ନିଜ କବ୍‌ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି।