ଦୁନିଆର ସବୁଠୁ ଦାମୀ କାର୍ ହେଉଛି ରୋଲ୍ସ-ରୋଏସ୍ ବୋଟ୍ ଟେଲ୍ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।
ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। କିଏ କରିଥିଲେ ବିବାହ ? ତାଙ୍କ ପାଉଣା କେତେ ? ଜାଣନ୍ତୁ...
ରାଧିକା ଆକାଶ ଅମ୍ବାନୀଙ୍କୁ କେକ୍ ଖାଇବାକୁ ଦେବା ମାତ୍ରେ ସେ ଏହାକୁ ଖାଇବାକୁ ମନା କରିଦେଲେ ।
ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।
ରିଲାଏନ୍ସ ଏଜିଏମ୍ ଆରମ୍ଭ ହେବା ମାତ୍ରେ କମ୍ପାନୀର ସେୟାରରେ ତୀବ୍ର ବୃଦ୍ଧି ଘଟିଥିଲା । ରିଲାଏନ୍ସ AGM ଆରମ୍ଭର ମାତ୍ର ୧୫ ମିନିଟ୍ ମଧ୍ୟରେ କମ୍ପାନୀର ଅଂଶଧନ ୨.୬୪ ପ୍ରତିଶତ ବୃଦ୍ଧି ସହିତ ୩୦୭୪.୮୦ ଟଙ୍କା ଆଜି ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।
ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। କିଏ ପାଉଛନ୍ତି ସର୍ବାଧିକ ଦରମା ? ଜାଣନ୍ତୁ...
ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଖାଯିବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବର୍ତ୍ତମାନ ହନିମୁନ୍ ଉପଭୋଗ କରୁଥିବା ଜଣାଯାଇଛି। ଏନେଇ ସେ ଯେଉଁ ହୋଟେଲ୍ ବାଛିଛନ୍ତି ତାହାର ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ।
ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...
ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଭାରତରେ ସେଲିବ୍ରିଟି, ଶିଳ୍ପପତି ଓ ରାଜନେତାମାନଙ୍କର ଜୀବନଶୈଳୀ ଉପରେ ଜାଣିବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ । କିପରି ଭାବେ ସେମାନେ ଜୀବନଯାପନ କରନ୍ତି, ସେମାନେ ବେଶ ପୋଷାକ ଆଦି ଉପରେ ସାଧାରଣ ଲୋକଙ୍କର ନଜର ରହିଥାଏ ।
ଘରକୁ ବୋହୂ ଆସିଥିବା ବେଳେ ସତେ ଯେପରି ଧନଲକ୍ଷ୍ମୀଙ୍କର ବର୍ଷା ହୋଇଛି ମୁକେଶଙ୍କ ଉପରେ । ବିବାହ ପରେ ମୁକେଶଙ୍କ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି ।
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।
କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...
ଅନନ୍ତ ଅମ୍ବାନୀ ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।
ଶୁକ୍ରବାର ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଅନନ୍ତ-ରାଧିକା। ଏବେ ଅନନ୍ତ ଅମ୍ବାନୀଙ୍କ ନବ ବିବାହିତ ପତ୍ନୀ ରାଧିକାଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ବିବାହ ଲୁକ୍ରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କ ଫଟୋରୁ ଆଖି ଫେରିବା କଷ୍ଟ। ସେ ବିଭିନ୍ନ ଭାରତୀୟ ପୋଷାକରେ ନିଜର ସୌନ୍ଦର୍ଯ୍ୟକୁ ଦେଖେଇଛନ୍ତି। ରାଧିକା ତାଙ୍କ ବିଦାୟୀ ଲୁକ୍ରେ ପୂରା ଅପସରୀ ପରି ଦେଖାଯାଉଛନ୍ତି। ରାଧିକା ମର୍ଚାଣ୍ଟ ତାଙ୍କ ବିବାହ ଲୁକ୍ ସହିତ ଏକ ନୂଆ ଟ୍ରେଣ୍ଡ୍ ସେଟ୍ କରିଛନ୍ତି।
ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି ଅନନ୍ତ-ରାଧିକାଙ୍କ ଗ୍ରାଣ୍ଡ ମ୍ୟାରେଜ୍। ଅତିଥିମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ମିଠା ସହିତ କ୍ରିମି ରାବଡି ଏବଂ ସତେଜ ଲସିର ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ, ତିରାମିସୁର ସହ କ୍ୟାଭିୟର ମଧ୍ୟ ପରସାଯାଇଥିଲା।
ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍ ଦେଉଥିଲା।
ବାହାଘର ପାଇଁ ଆଣ୍ଟେଲିଆରୁ ଏକ ସୁସଜ୍ଜିତ କାରରେ ଅନନ୍ତ ଅମ୍ବାନୀ ବାହାରି ମୁମ୍ବାଇ ସ୍ଥିତ ଜିଓ ସେଣ୍ଟରକୁ ଯାଇଛନ୍ତି ।
ଆଜି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରକୁ ସାତ ଜନମ ପାଇଁ ସାଥୀ କରିବେ। ଅନନ୍ତ ଏବଂ ରାଧିକା ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଜିଓ ୱାର୍ଲ୍ଡ କନ୍ଭେନ୍ସନ୍ ସେଣ୍ଟରରେ ବିବାହ କରିବେ। ଏଥିରେ ବଡ ବଡ ସେଲିବ୍ରିଟିମାନେ ଯୋଗଦେବେ। ଜାଣନ୍ତୁ ସେମାନଙ୍କ ତାଲିକା।
ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହରେ ବଡ ବଡ ଅନ୍ତର୍ଜାତୀୟ ଗାୟକ-ଗାୟିକା ସାମିଲ୍ ହୋଇଥିଲେ। ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହjl ଜଷ୍ଟିନ ବିବର କନସର୍ଟ ଦେଇଥିଲେ। ତେବେ ଆସନ୍ତୁ ଏଥିରେ ସାମିଲ ହୋଇଥିବା ଏହିସବୁ ଅନ୍ତର୍ଜାତୀୟ ଗାୟକ-ଗାୟିକା କେତେ ଫିସ୍ ନେଇଛନ୍ତି ଜାଣିବା।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।
ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର।
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ରୀତି ଗରିବ ଝିଅମାନଙ୍କର ଗଣ-ବିବାହରୁ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୪:୩୦ ସମୟରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦୀରରେ ବଞ୍ଚିତ ଲୋକଙ୍କ ଏକ ବିଶାଳ ବିବାହ ଆୟୋଜନ କରାଯାଇଥିଲା। ଏଥିରେ, ବଞ୍ଚିତ ପରିବାରର ୫୦ରୁ ଅଧିକ ଯୋଡି ୧୦୦ କିଲୋମିଟର ଦୂରରେ ଥିବା ମୁମ୍ବାଇରୁ ପାଲଘରକୁ ଆସିଥିଲେ। କନ୍ୟା ଏବଂ ବର ପକ୍ଷର ପ୍ରାୟ ୮୦୦ ଲୋକ ଏହି ଗଣ ବିବାହରେ ଭାଗ ନେଇଥିଲେ।