• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: G20 Summit

G20 Summit 2024
G20 Summit 2024: ଜି-ଟ୍ବେଣ୍ଟି ସମ୍ମିଳନୀର ଦ୍ବିତୀୟ ଦିନ; ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଲେ PM Modi

ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । 

Millet Mission
ଚାଷ କରି ପଲ୍ଲୀରୁ ଦିଲ୍ଲୀ ଗଲେ ମହିଳା ଚାଷୀ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।

G20
ଜି-୨୦କୁ ଚୀନ୍ ଆଣିଥିଲା ସିକ୍ରେଟ୍ ସୁଟକେସ୍! ଯାଞ୍ଚ ପାଇଁ ସଫା ସଫା ମନା କରିଥିଲେ ପ୍ରତିନିଧି ଟିମ୍‌

ବ୍ୟାଗରେ ସର୍ଭେଲାନ୍ସ ଉପକରଣ ଥିବା ସନ୍ଦେହ ...ଯାଞ୍ଚ ପାଇଁ ମନା କରିଥିଲେ ଚାଇନାର ଟିମ୍ ..୧୨ ଘଣ୍ଟା ଧରି ଜଗି ରହିଥିଲେ ଭାରତର ସୁରକ୍ଷାକର୍ମୀ ..

G20
ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ଆୟୋଜନ ସ୍ଥଳର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ଝଲକ୍

ଅତିଥିମାନଙ୍କ ବିଦାୟ ବେଳେ ସ୍ମୃତି ସ୍ୱରୂପ ବିଭିନ୍ନ ଆକର୍ଷଣୀୟ ଉପହାରରେ ଆପାୟିତ କରିଥିଲେ ଭାରତ ସରକାର, ଯେଉଁଥିରେ ରହିଥିଲା ଆମ ଦେଶର କଳା କାରିଗରୀର ବିବିଧତାର ଛାପ।

G20
G-20 ସମ୍ମିଳନୀ: ବିଦାୟ ବେଳେ ମନଲାଖି ଉପହାର ନେଇ ଫେରିଲେ ରାଷ୍ଟ୍ରମୁଖ୍ୟ

ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପତ୍ନୀଙ୍କ ପାଇଁ ଗିଫଟ୍ ହାମ୍ପର୍ । ଖାଦ୍ୟପେୟରୁ ହସ୍ତତନ୍ତ ଯାଏଁ ଆକର୍ଷଣୀୟ ଉପହାର ।

Canada PM Justin Trudeau still stuck in India after technical glitch in plane
ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ, ହେଲେ ନିଜ ଦେଶକୁ ଆଉ ଫେରି ପାରିନାହାନ୍ତି...

ଜି-୨୦ ବୈଠକକୁ ଆସି ଆଉ ନିଜ ଦେଶକୁ ଫେରି ପାରିନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ। ବିମାନରେ ତ୍ରୁଟି ଦେଖା ଦେବାରୁ ସେ ଆଉ ଫେରି ପାରିନଥିବା ସୂଚନା ମିଳିଛି। 

Rishi Sunak-Akshyata
ସରିଗଲା G20, ଚର୍ଚ୍ଚାରେ ରହିଗଲେ ବ୍ରିଟେନ୍ PM ! ସୁନକ୍-ଅକ୍ଷତାଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା

​​​​​​​ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।

Odia tribal women
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଦେଶୀ ଅତିଥିଙ୍କୁ ଭେଟି ମୁଁ ବହୁତ ଖୁସି: ସୁବାସୋ ମହାନ୍ତ

G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

G20 Summit 2023
G-20ରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର; ଧନ୍ୟବାଦଟିଏ ଦେଲେନି ରାଜ୍ୟ ସରକାର

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ଛାପ । ଭାରତ ମଣ୍ଡପମ୍ ସ୍ୱାଗତ ସ୍ଥଳରେ ଶୋଭା ପାଉଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ସାମ୍ନାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

 G20 Summit
ସରିଲା G20 ସମ୍ମିଳନୀ : ବିଶ୍ୱ ଦେଖିଲା ଭାରତର ନେତୃତ୍ୱ ଓ ଶାନ୍ତିର ବାର୍ତ୍ତା

ଯୁଦ୍ଧ ବିରାମ, ଜଳବାୟୁ ପରିବର୍ତ୍ତନ ଉପରେ ଚିନ୍ତା ପ୍ରକଟ । ଶେଷ ଦିନରେ ‘ONE FUTURE’ ଶୀର୍ଷରେ ଆଲୋଚନା । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର ହେଲା ।

World leaders pay homage to Mahatma Gandhi at Rajghat
ରାଜଘାଟରେ ବିଶ୍ୱନେତା : ଗାନ୍ଧିଙ୍କ ସ୍ମୃତିଚାରଣ ସହ ଦେଲେ ଶ୍ରଦ୍ଧାଞ୍ଜଳି

ଜାତିର ପିତାଙ୍କ ସମାଧିସ୍ଥଳରେ ବିଶ୍ୱନେତା, ରାଜଘାଟରେ ସମସ୍ତଙ୍କୁ ସ୍ୱାଗତ କଲେ ମୋଦି ..

G20 Summit
G-20ର ବିଶ୍ୱମଞ୍ଚର ଅନ୍ତିମ ଦିନ; ଆଜିର ବିଷୟବସ୍ତୁ 'ୱାନ୍ ଫ୍ୟୁଚର'

ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।

G20 Summit
ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

ଦୃଶ୍ୟ ଆଖି ଖୋସିହେବା ପରି..ପ୍ରତି ଓଡ଼ିଆଙ୍କ ଛାତି କୁଣ୍ଢେମୋଟ୍‌...ଯେବେ ଜି-୨୦ ସମ୍ମିଳନୀରେ ଶୋଭା ମର୍ଧନ କରେ କୋଣାର୍କ ଚକ୍ର

G20 Summit 2023
ଜି-୨୦ ଶିଖର ସମ୍ମିଳନୀ..ଦିଲ୍ଲୀରେ ମହାଶକ୍ତିର ମିଳନ

ଜି-୨୦ ଶିଖର ସମ୍ମିଳନୀ..ଦିଲ୍ଲୀରେ ମହାଶକ୍ତିର ମିଳନ । ପ୍ରତି ଭାରତୀୟଙ୍କ ଲାଗି ଗର୍ବ ଓ ଗୌରବର ଦିନ

G20 Summit
G-20 ରେ ଝଟକିଲା ଉତ୍କଳୀୟ କଳା କାରିଗରୀ; କୋଣାର୍କ ଚକର ପ୍ରତିକୃତି ଦେଖି ବିମୋହିତ ବିଶ୍ୱନେତା

ଦିଲ୍ଲୀ ଦରବାରର G-20 ଶିଖର ସମ୍ମିଳନୀରେ ଶୋଭାପାଉଛି ଓଡ଼ିଶାର କୀର୍ତ୍ତିରାଜି । ଉତ୍କଳୀୟ କଳାର ଉତ୍କର୍ଷ ଆଜି ବିଶ୍ୱନେତାଙ୍କୁ ବିମୋହିତ କରୁଛି । କୋଣାର୍କର ଐତିହାସିକ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଚକିତ କରିଛି ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନଙ୍କୁ । ଭାରତ ମଣ୍ଡପମ୍ ସ୍ୱାଗତସ୍ଥଳରେ ଶୋଭା ପାଉଥିବା ସୂର୍ଯ୍ୟମନ୍ଦିର ଚକର ପ୍ରତିକୃତି ସାମ୍ନାରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରି କୋଣାର୍କର କାରୁକାର୍ଯ୍ୟ ସଂପର୍କରେ ଅବଗତ କରିଛନ୍ତି।

G20 Summit 2023
ଭାରତ ମଣ୍ଡପମ୍‌ରେ କୋଣାର୍କ ଚକ୍ର, ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...

G20 Summit
G-20 Summit : ମୋଦିଙ୍କ ନାମଫଳକରେ INDIA ବଦଳରେ ‘ଭାରତ’

G20 ସମ୍ମିଳନୀର ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା । ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।

G20 Summit: Foreign dignitaries will be served a variety of food on silver plates
ରୁପା ଥାଳିରେ ଖାଇବେ G-20 ଅତିଥି: ପରସା ଯିବ ସ୍ପେଶାଲ୍ ଥାଳି...ଗୁପ୍‌ଚୁପ୍‌, ରସଗୋଲା ସହ ରହିଛି ଏସବୁ ଖାଦ୍ୟ

ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ମଧ୍ୟ ଚର୍ଚ୍ଚା। ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

G20 Summit 2023 kicks off at Bharat Mandapam today
ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ, ଅତିଥିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ହୋଷ୍ଟ କରିବେ ମୋଦି...

ପ୍ରଥମ ଥର ଲାଗି ଭାରତ ଅଧ୍ୟକ୍ଷତାରେ G-20 ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ବିଶ୍ୱର ବଡ଼ ବଡ଼ ନେତା ଏକାଠି ହେବେ।

G20 Summit 2023
କାଲିଠୁ ଜି-୨୦ ଶିଖର ସମ୍ମିଳନୀ

ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଏଥିପାଇଁ ପହଞ୍ଚିବାରେ ଲାଗିଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ।

G20 Food Menu
Veg ମେନ୍ୟୁରେ ମହକିଲା ଅତିଥିଙ୍କ ଡିନର୍‌ ପ୍ଲେଟ୍‌; ସାମିଲ ଥିଲା ଓଡ଼ିଶା ସ୍ପେଶାଲ୍‌ କେଶର୍‌ ପିସ୍ତା ରସମଲେଇ

ରୂପା ଥାଳିରେ ଖାଇବେ ଖାସ୍ ଅତିଥି । ଆସନ୍ତୁ ଜାଣିବା ଆଜିର ମେନ୍ୟୁରେ କ’ଣ ରହିଛି..

G20 Summit
ସୁରକ୍ଷା ବଳୟରେ ଦିଲ୍ଲୀ; ପଇଁନ୍ତରା ମାରୁଛନ୍ତି ସୁରକ୍ଷାକର୍ମୀ, ହାଇସିକ୍ୟୁରିଟି ଜୋନରେ ପ୍ରଗତି ମୈଦାନ

ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି ।

G20 Summit
ଆଉ ମାତ୍ର କିଛି ସମୟର ଅପେକ୍ଷା... ଆରମ୍ଭ ହେବ ବିଶ୍ୱର ଟପ୍ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ

ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।

World Safest Car The Beast That US President Joe Biden Will Be Using In New Delhi
ଚର୍ଚ୍ଚାରେ ବାଇଡେନଙ୍କ 'ଦ ବିଷ୍ଟ୍', ୧୦ କୋଟି ଦାମ୍‌ର ଏହି କାର୍‌କୁ କୌଣସି ବୋମା ବି କ୍ଷତି ପହଞ୍ଚାଇ ପାରିବନି...

ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍‌ର ଚେଚିସ୍‌ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ।