ୟେ ଦୁଃଖ କି ଅବସାଦର କାନ୍ଦବୋବାଳି ନୁହେଁ.. ଏ ହେଉଛି ଖୁସିର ଲୁହ.. ଖୁସିରେ ଆତ୍ମହରା ହୋଇ ଭୋ ଭୋ କାନ୍ଦୁଛନ୍ତି ସ୍ତ୍ରୀ ଆଉ ଝିଅ..ସମସ୍ତଙ୍କ ଆଖିରେ ଲୁହ.. କିନ୍ତୁ ସମସ୍ତେ ଭାରି ଖୁସି..ଗାଁ ଲୋକେ ବି ଭିଡ଼ ଜମାଇଛନ୍ତି..ରବୀନ୍ଦ୍ର ଗାଁକୁ ଫେରିଆସିଛନ୍ତି ବୋଲି ଗାଁରେ ଚହଳ ପଡ଼ିଛି..
ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..
ମୃତ ଯୁବକଙ୍କୁ କିଛି ମତ୍ସ୍ୟଜୀବୀ ସାର୍କର ପେଟରେ ଦେଖିଥିଲେ । ଆଉ ଯୁବକଙ୍କ ହାତ ସାର୍କ ପାଟିରେ ଦେଖିବାକୁ ମିଳିଥିଲା । ହାତର ଟାଟୁ ଦେଖି ଯୁବକଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ କରିବା ପରେ ଉଦ୍ଧାର କରାଯାଇଥିଲା ।