ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି । ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍ ।
ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।
ଚଳିତ ବର୍ଷ ରେକର୍ଡ ପରେ ରେକର୍ଡ ଛୁଇଁଛି ତାପମାତ୍ରା । ଯାହାଫଳରେ ଏସିର ବିକ୍ରି ମଧ୍ୟ ବଢିବାରେ ଲାଗିଛି। ଏହି କାରଣରୁ ଚଳିତ ବର୍ଷ ଏସି ବିକ୍ରିରେ ମଧ୍ୟ ରେକର୍ଡ ହୋଇପାରେ।
ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ଆଜି ୨୫୦୦ ପଏଣ୍ଟ ବୃଦ୍ଧି ଘଟିଛି । ଏହା ସହ ନିଫ୍ଟି୫୦ ମଧ୍ୟ ନିଜର ରେକର୍ଡ ଭାଙ୍ଗିଛି । ଏହା ଗତ ଚାରି ବର୍ଷ ମଧ୍ୟରେ ସବୁଠାରୁ ବଡ ଲମ୍ପ ମାରିଛି ।
ଧଳାଜହର ବେପାରର ନୂଆ ହବ୍ ପାଲଟିଛି ଖୋର୍ଦ୍ଧା ଜେଲ୍ । କାରାଗାରରୁ ଅପରେଟ୍ ହେଉଛି ବ୍ରାଉନ୍ସୁଗାର ବ୍ୟବସାୟର ନୀଳ ନକ୍ସା । ୨୪ ଘଣ୍ଟିଆ ସତର୍କ ନଜର ସତ୍ତ୍ୱେ ଜେଲ୍ ଭିତରେ ବୁଲୁଛି ପୁଳାପୁଳା ମୋବାଇଲ୍ ।
ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।
ମାଲେସିଆରୁ ମାଛ ବେପାର ପାଇଁ ଆସିଥିଲେ। ଆକାଉଣ୍ଟରୁ କଟିଗଲା ଏତିକି ଟଙ୍କା... ଆଉ ନିଜ ଟଙ୍କା ଫେରି ପାଇବା ପାଇଁ ସାଇବର ଥାନାରେ ଚକ୍କର କାଟୁଛନ୍ତି ସତ ହେଲେ କିଛି ଲାଭ ମିଳୁନି। ଦେଖନ୍ତୁ ଏହା ପରେ ହେଲା କ’ଣ?
ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।
ଜାତୀୟ ମନିଟାଇଜେସନ୍ ପାଇପ୍ଲାଇନ୍ରେ ୧୨ଟି ମନ୍ତ୍ରଣାଳୟର ୨୦ରୁ ଅଧିକ ପ୍ରକାର ସଂପତ୍ତିକୁ ସାମିଲ ପାଇଁ ଯୋଜନା ରଖାଯାଇଛି। ୨୦୨୨ରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ଏହି ସବୁ ପ୍ରକଳ୍ପକୁ PPP ମୋଡ୍ରେ ଚଳାଇ ୬ ଲକ୍ଷ କୋଟି ଆୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ସଡ଼କ, ରେଳ ଓ ବିଦ୍ୟୁତ୍ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ଦେଶରେ ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି ଓଲା। ଯାହାର ନାମ S1 ରହିଛି। କମ୍ପାନୀ ବହୁ ପୂର୍ବରୁ ଏହି ସ୍କୁଟରର ବୁକିଂ ଖୋଲିଥିଲା । ଯାହାଦ୍ୱାରା ଆପଣ କେବଳ ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିଥାନ୍ତେ। ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୧୦ଟି ରଙ୍ଗରେ ଉପଲବ୍ଧ ହେବ। ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ବାଛିପାରିବେ।
ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ।