ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସ୍ର ଗୋଟିଏ ଟିମ ବିମାନବନ୍ଦରରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି ।
ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗ୍ରାହକ ଅର୍ଡର କରିଥିବା ପ୍ରଡକ୍ଟ ବଦଳରେ ଭୁଲ୍ରେ ଅନ୍ୟ ପ୍ରଡକ୍ଟ ଡେଲିଭରି ହୋଇଛି। ହେଲେ ଆପଣ କେବେ ଶୁଣିଛନ୍ତି, ଜାଣିଶୁଣି ଇ-କମର୍ସ ୱେବ୍ସାଇଟ୍ ଭୁଲ୍ ଜିନିଷ ଗ୍ରାହକଙ୍କୁ ଡେଲିଭରି କରିବା। ହୁଏତ ଏଭଳି କଥା ଶୁଣି ନଥିବେ।
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ରହୁଥିବା ସେଲ୍ରେ ପ୍ରଶାସନ ପକ୍ଷରୁ ରେଡ୍ କରାଯାଇଥିଲା। ଏହି ସମୟରେ ସୁକେଶ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପ୍ୟାଣ୍ଟ ଜବତ ହୋଇଛି।
ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସକୁ ନେଇ ବର-କନ୍ୟା ପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା। ଏହିସବୁ ଅଟକାଇବାକୁ ଯାଇ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ।
ଗତ ବର୍ଷ ଠାରୁ ମହିଳା ଜଣକ ଅବଦୁଲ ହୁସେନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଗତ ମଙ୍ଗଳବାର ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ପିଲାଟିକୁ ସାଙ୍ଗରେ ନେବାକୁ ପ୍ରେମିକ ହୁସେନ ମନା କରିଦେଥିଲା । ଫଳରେ ଉଭୟ ଛୋଟ ପୁଅଟିକୁ ପିଟିପିଟି ହତ୍ୟା କରିଥିଲେ ।
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ତେବେ ଆସନ୍ତୁ ନୂଆ ମେୟରଙ୍କ ବିଷୟରେ ଜାଣିନେବା।
ଫ୍ରାନ୍ସର ବାସିନ୍ଦା ଏରିକ୍ ଏବଂ ଗ୍ରେବିୟଲଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ରାଜସ୍ଥାନର ଟୁରିଷ୍ଟ୍ ଗାଇଡ୍ଙ୍କ ଏମାନେ ସଂପର୍କୀୟ। ଦମ୍ପତିଙ୍କ ବୟସ ୬୦ ରୁ ଅଧିକ ହେବ । ଉଭୟ ବିବାହ କରିବା ପରେ ପିଲା ବି ଅଛନ୍ତି। ବିଦେଶରେ ଏମାନେ ବେଶ୍ ହସଖୁସିରେ ବି ରହୁଥିଲେ। ଏମିତିକି ଉଭୟ ତିନିଥର ଭାରତ ଭ୍ରମଣରେ ବି ଆସିଛନ୍ତି। କାଶୀବିଶ୍ୱନାଥ ସହ ଅନେକ ଧାର୍ମିକ ସ୍ଥାନରେ ସେମାନେ ରହିଛନ୍ତି। ଆଉ ଅତି ପାଖରୁ ଭାରତର ସଂସ୍କୃତି ଓ ପରମ୍ପରାକୁ ଦେଖିଛନ୍ତି।
ଇଏ ହେଉଛନ୍ତି ଏମବିଏ ଚା'ୱାଲା ନାରେ ନିଜର ଷ୍ଟାର୍ଟ ଅଫ୍ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲ୍ଲୋର। ନିଜେ ଚା’ ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକିରେ ବହୁ କଷ୍ଟରେ ପରିବାର ଚଳୁଥିଲା। ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି। ସେହି ଚା’ ଦୋକାନରୁ ଯେତିକି ରୋଜଗାର ହୁଏ ସେତିକି ଟଙ୍କାରେ ଏବେ ମର୍ସିଡିଜ୍ ଗାଡି କିଣିଛନ୍ତି ପ୍ରଫୁଲ୍ଲ।
ବାହାଘର....ଜୀବନରେ ଥରେ ମାତ୍ର ହୁଏ। ତେଣୁ ଏହି ଦିନକୁ କିଛି ସ୍ୱତନ୍ତ୍ର କରିବାକୁ ସମସ୍ତେ ଚାହାନ୍ତି। ହେଲେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିବା ପରେ ହିଁ ଆପଣ କହିବେ ସତରେ ଇଏ ନିଆରା ବାହାଘର। ଦୁଆର ମୁହଁରେ ବର ବସିଛି...ପାଟିରେ ସିଗାରେଟ୍ ଦେଇ ନିଆଁ ଲଗାଯାଉଛି। ଆଉ ଏମିତି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ବର ଓ କନ୍ୟା ପକ୍ଷ ବି ଖୁସିରେ ଗଦଗଦ
ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।
ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।
ଦୁଇ ସାଙ୍ଗ ଯୁବତୀ ଜଣଙ୍କୁ ଘରକୁ ଡାକିଥିଲେ । ଘରକୁ ଡାକିବା ପରେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ଆଉ ମଦ୍ୟପାନ କରିସାରିବା ପରେ ଜୋରଜବରଦସ୍ତ ଦୁଇ ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।
ସେମିଷ୍ଟାର୍ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।
ଏଭଳି କରିବା ଦ୍ୱାରା ତାକୁ ମାନସିକ ଶାନ୍ତି ମିଳୁଥିଲା ବୋଲି ସଂପୃକ୍ତ ଯୁବକ ପଚରାଉଚରା ବେଳେ ପୋଲିସକୁ କହିଛି।
ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।
ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍ର କିଛି ଅଂଶକୁ ଠାବ କରାଯାଇଛି।
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି।
ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲା ବୋହୂ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା।
ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୮୩୦ ଟଙ୍କା ହୋଇଛି।
ଜଣେ ଯୁବକ ଆଇଫୋନ୍ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ।