ମଟନ ବିରିୟାନୀ ପାଇଁ ଝଗଡ଼ା । ଅତିଥି ମଟନ ବିରିୟାନୀ ଖାଉଥିବା ବେଳେ ସେଥିରୁ ମଟନ ନ ବାହାରିବାରୁ ପାଟିଟୁଣ୍ତ ଲାଗିଲା । ତା’ପରେ..
ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।
୫୧ ଟ୍ରାକ୍ଟର, ୧୫୦ ବରଯାତ୍ରୀ ନେଇ କନିଆଁ ଘରକୁ ବାହାରିଲା ବର। ବାଜୁଥିଲା ବ୍ୟାଣ୍ଡ ବାଜା..ନାଚୁଥିଲେ ବରଯାତ୍ରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ..