କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍ ଟ୍ୱିଟରରୁ ବ୍ଲୁ ଟିକ୍ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍କା ଲାଗିଛି।
ନିକଟରେ ପେନସନ ଆଣିବା ପାଇଁ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ପାଦରେ ଚାଲି ଚାଲି ଯାଇଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ସୂର୍ଯ୍ୟ ହରିଜନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଖାଲିପାଦରେ ଧୀରେ ଧୀରେ ଆଗକୁ ବଢୁଥିଲେ ୭୦ ବର୍ଷୀୟ ବୃଦ୍ଧା ।
ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍ ପାଇଁ ସେଠାରେ ମୁତୟନ କରାଯାଇଥିଲା ।
ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ବାରିପଦା MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍ରେ ଦିନ କାଟୁଛନ୍ତି ।
ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।
ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି ।
ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।
ଉମେଶ ପାଲ୍ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।
ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି
ସରକାରୀ ସ୍କୁଲ୍ର ଶ୍ରେଣୀଗୃହକୁ କରାଯାଇଛି ଜବରଦଖଲ। ଏଠାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ। ଏହା ଖୋଲାଖୋଲିଭାବେ ଚାଲୁଥିଲେ ବି କାହାରି ନଜର ପଡୁନି।
୧୬ - ୧୭ ବର୍ଷ ବୟସରୁ ପିଲାମାନେ ରୋଜଗାର କରିବା ଆରମ୍ଭ କରନ୍ତି । ଉଭୟ ପୁଅ ଏବଂ ଝିଅ ଏଠାରେ ଅଳ୍ପ ବୟସରୁ ରୋଜଗାର କରିଥାନ୍ତି ।
ଆନ୍ଧ୍ର ଶ୍ରୀକାକୁଲମ କାଶୀବୁଗା ସହରରେ ଘଟିଛି ଅଘଟଣ । ଚାର୍ଜିଂ ବେଳେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ପାଖରେ ଥିବା ଦୋକାନ ବାଡିକୁ ବି ବ୍ୟାପିଲା ନିଆଁ । ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ ।
ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ?
ଚକମା ଦେଉଛି ଗୁଡ୍ଡୁ ମୁସଲିମ୍ । ଅତିକ୍ର ଡାହାଣ ହାତ ପଛରେ ୟୁପି ପୋଲିସ୍ ।
ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ।
କାର୍ଡଧାରୀଙ୍କ ଡକ୍ୟୁମେଣ୍ଟରେ ପ୍ରତ୍ୟେକ ଅପଡେଟ୍ ପାଇଁ ୫୦ ଟଙ୍କା ଚାର୍ଜ ଲାଗିଥାଏ। ତେବେ UIDAI ଏକ ଦମଦାର ଅଫର ଆଣିଛି। ଯଦ୍ୱାରା ଆଧାର କାର୍ଡ ହୋଲ୍ଡର ମାଗଣାରେ ସେମାନଙ୍କର ଆଧାରକାର୍ଡର ତଥ୍ୟ ଅପଡେଟ୍ କରିପାରିବେ।
ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।
‘ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଚର୍ଚ୍ଚାରେ ଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ ’
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୧୫୦ ଟଙ୍କା ହୋଇଛି।
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।
ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ଇଣ୍ଟରନେଟ୍ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ ।