ଛାଡ଼ପତ୍ର ପରେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ ୪.୭୫ କୋଟି ଟଙ୍କା ଦେବେ । ମିଳିଥିବା ସୂଚନା ଅନୁଯାୟୀ ଧନଶ୍ରୀଙ୍କୁ ଚହଲ ପ୍ରଥମ କିସ୍ତିରେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି ।
ଆଜିକାଲି କୌଣସି ନା କୌଣସି କାରଣରୁ କମ ଦିନ ଭିତରେ ବୈବାହୀକ ଜୀବନରେ ମତଭେଦ ଦେଖାଯାଉଛି। ଅନେକ ସମୟରେ ଏହା ମଧ୍ୟ ଭାଙ୍ଗିଯାଉଛି। ଏମିତି ହେବାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ।
ଅରୁଣୋଦୟ ପାଳିଥିବା କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଚର୍ଚ୍ଚା । କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସୁନୀତା, ଏହା ପଛର ଅସଲ କାରଣ କହିଲେ ପତ୍ନୀ ।
ସଂକଟରେ ଗୋବିନ୍ଦା-ସୁନୀତା ଆହୁଜାଙ୍କ ବୈବାହିକ ଜୀବନ। ଦୀର୍ଘ ୩୭ ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନ ଭାଙ୍ଗିପାରେ। ତେବେ ଏଭଳି ଗୁଜବ ଉପରେ ଗୋବିନ୍ଦା ଏବଂ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।
ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।
ହାଇକୋର୍ଟ କହିଛନ୍ତି, ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୯୫ର ଧାରା ୧୩(B) ଅନୁଯାୟୀ ପତିପତ୍ନୀଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ବ୍ୟବସ୍ଥା ରହିଛି। ତେବେ କୋର୍ଟ ଚୂଡାନ୍ତ ରାୟ ପ୍ରଦାନ କରିବା ପୂର୍ବରୁ ଏକପାଖିଆ ଭାବେ ସହମତି ପ୍ରତ୍ୟାହାର କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦରେ ପରିଣତ ହେବାକୁ ଯାଉଛି। ନିଜେ ଚହଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଏହି ଲେଗସ୍ପିନର ଜଣଙ୍କ ଗୁଗଲୀ ପକାଇବା ସହ ସମସ୍ତଙ୍କୁ ସାମାନ୍ୟ ଭ୍ରମିତ କରି ଦେଇଛନ୍ତି। ଡିଭୋର୍ସକୁ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କହି ନାହାନ୍ତି।
ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।
ବିଭିନ୍ନ କାରଣରୁ ଏବେ ଡିଭୋର୍ସ ବା ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୈବାହିକ ପରମ୍ପରାର ଏହା ଏକ ଖରାପ ଦିଗ। କିନ୍ତୁ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ଜଣାପଡୁଛି ଯେ, ଝିଅମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି, ଯାହା ଫଳରେ ସେମାନେ ତାଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉଠାଇ କେଶ୍ ଦାଏର କରୁଛନ୍ତି।
ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ ଭରଣପୋଷଣ ଦିଆଯାଏ ବୋଲି କହିଛନ୍ତି।
ଅନେକ ସେଲିବ୍ରେଟିଙ୍କ ପାଇଁ ଚଳିତ ବର୍ଷ ଅଭିଶାପ ପାଲଟିଛି। ସେମାନଙ୍କ ଛାଡପତ୍ର ହୋଇଛି। ଛାଡପତ୍ର ନେଇଥିବା ସେଲିବ୍ରେଟିଙ୍କ ତାଲିକାରେ ଏଆର୍ ରହମାନ-ସାଇରା ବାନୁ, ଧନୁଷ-ଐଶ୍ୱର୍ଯ୍ୟା ଏବଂ ଆହୁରି ଅନେକ ନା ସାମିଲ ଅଛି। ଆସନ୍ତୁ ଜାଣିବା…
ବର୍ତ୍ତମାନ ଜଣେ ମହିଳା ମେହେନ୍ଦୀ ମାଧ୍ୟମରେ ନିଜର ବିବାହ ବିଫଳତାକୁ ଦେଖାଇଛନ୍ତି। ଏହି ମହିଳା ଜଣଙ୍କ ତାଙ୍କ ହାତରେ ମେହେନ୍ଦୀ ଦ୍ୱାରା ଏମିତି କିଛି ଭିଜୁଆଲ୍ ଦେଖାଇଛନ୍ତି, ଯାହା ସେ ତାଙ୍କ ଶାଶୁ ଘରେ ସହିଛନ୍ତି। ବର୍ତ୍ତମାନ ମହିଳାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି।
ଏ. ଆର୍. ରହମାନ ଓ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏବେ ଉଭୟଙ୍କ ସଂପର୍କକୁ ନେଇ ଅନେକ ଆଲୋଚନା ଭିତରେ ଉଭୟ ଏକାଠି ହେବା ନେଇ ଖବର ଆସୁଛି। ଯାହା ଜଣାପଡୁଛି ରହମାନ ଏବଂ ସାଇରା ପୁଣି ଏକାଠି ହୋଇପାରନ୍ତି।
ବର୍ତ୍ତମାନ ଏ. ଆର୍. ରହମାନଙ୍କ ଜୀବନରେ ଶାନ୍ତି ନାହିଁ। କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।
ବିବାହ ଏକ ପବିତ୍ର ବନ୍ଧନ। ହେଲେ ଏହା ଏବେ ପ୍ରହସନ ପାଲଟିଛି। ସାମାନ୍ୟ କିଛି ଟଙ୍କା ପାଇଁ ଅନୌପଚାରିକ ବିବାହ କରୁଛନ୍ତି ଯୁବତୀ।
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।
ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।
୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।
ବ୍ରାଜିଲରେ ଜନ୍ମିତ ସୁଲେନ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି। କିନ୍ତୁ ନିକଟରେ ସେ ଛାଡପତ୍ର ବିଷୟରେ ପ୍ରକାଶ କରିଛନ୍ତି। ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ବିବାହର ୩ ମିନିଟ୍ ପରେ ଛାଡ଼ପତ୍ର । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଉ ପାରେ କିନ୍ତୁ ଘଟଣାଟି ସତ । ଛାଡ଼ପତ୍ରର କାରଣ ଜାଣିଲେ ହୋଇଯିବେ ତାଜୁବ !
ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି ।
ସ୍ୱାମୀର ଠକେଇ ବିଷୟରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଘଟଣା ଏମିତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କୁରକୁରେ ଉଜାଡିଦେଲା ସୁନାର। ୫ ଟଙ୍କିଆ କୁରକୁରେ ନଦେବାରୁ ଡିଭୋର୍ସ ମାଗିଲା ସ୍ତ୍ରୀ। ଦର୍ଶକବନ୍ଧୁ ଆମ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ଏହି ପ୍ୟାକେଟ ଖାଦ୍ୟ।