ଦୁଇ ଥର ଫେରିବା ପରେ ଶେଷରେ ବାଘଟି ଲୋକଙ୍କର କୌଣସି କ୍ଷତି ନକରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିବା ଦେଖାଯାଇଛି ।
ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍ କଣ୍ଟ୍ରୋଲ ଅର୍ଗାନାଇଜେସନ୍(CDSCO) ସୂଚନା ଦେଇଛି। ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍ ହୋଇଛି।
ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୪୦ ଟଙ୍କା ହୋଇଛି।
ଘରେ ଶୋଇଥିବା ବେଳେ ପିଟ୍ବୁଲ୍କୁ ଆକ୍ରମଣ । ରକ୍ତାର କରିଦେଲେ ପଡ଼ୋଶୀ ।
ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।
ଜଣେ ବ୍ୟକ୍ତି ୪୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି ! ଏହା ପୁଣି ସମସ୍ତେ ଜାଣିଛନ୍ତି ! ଲୁଚା ଛପା ନୁହେଁ ବରଂ ସମସ୍ତଙ୍କର ଜାଣତରେ ବ୍ୟକ୍ତି ଜଣକ ୪୦ ଜଣ ମହିଳାଙ୍କ ସ୍ୱାମୀ ହୋଇଛନ୍ତି !
ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।
ଏହା ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ, କମ୍ପାନୀ ଏଭଳି ଯୁକ୍ତି ବାଢ଼ିପାରୁ ନାହିଁ ବୋଲି WHO କହିଛି ।
ଖୁବ୍ ଶୀଘ୍ର ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।
ଏକ ରାପିଡୋ ବାଇକ୍ ବୁକ୍ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍ ବିଚ୍ ରାସ୍ତାରେ ବାଇକ୍ରୁ ଡେଇଁ ପଡ଼ିଲେ ।
ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ଭୟରେ ଚିତ୍କାର କଲେ ପିଲା ।
ଗର୍ଲଫ୍ରେଣ୍ଡର ବାପାଠାରୁ ବଦ୍ଲା ନେବା ଉଦେଶ୍ୟରେ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ।
ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ ।
ବୟଫ୍ରେଣ୍ଡ୍ର ବାପା ସହ ପ୍ରେମିକା ଫେରାର। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା।
ସ୍କୁଲ୍ରେ ବୋମା ଥିବା ନେଇ ଇ-ମେଲ୍ରେ ଆସିଲା ଧମକ। ମଥୁରା ରୋଡ୍ ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍କୁ ଏହି ଧମକ ମିଳିବା ପରେ ତୁରନ୍ତ ସ୍କୁଲ୍କୁ ଖାଲି କରାଯାଇଥିଲା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୪୦ ଟଙ୍କା ହୋଇଛି।
ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି।
ଶିରୋମଣି ଅକାଳି ଦଳର ପରିଚିତ ଚେହେରା ଥିଲେ ।
ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି।
୧୦ ଦ୍ୱୀପକୁ ସଂଯୋଗ କରିବ ୱାଟର ମେଟ୍ରୋ . . .ସୁଲଭ ମୂଲ୍ୟରେ ନିରାପଦ ଯାତ୍ରା ସହ ଏଭଳି ୱାଟର ମେଟ୍ରୋ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ ।
ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ ।
ମୋବାଇଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।
ଆପଣ ଜାଣନ୍ତିକି ? ଆଇନ ଅନୁସାରେ ଆପଣ, ଆପଣଙ୍କ ଘରେ କେତେ ସୁନା ରଖିପାରିବେ ? ଆସନ୍ତୁ ଜାଣିବା...
ନିଜ ପଣତ କାନିରେ ଛୁଆକୁ ଘୋଡ଼ାଇ ରଖୁଥିବା ମାଆ ଯେ ଏମିତି କରିଦେବ, କେହି ବିଶ୍ୱାସ ବି କରିପାରିବେନି । ସ୍ନେହ, ମମତା ଦେଇ ଛୁଆକୁ ବଡ଼ କରିବା ବଦଳରେ ଜନ୍ମ ହେଉ ହେଉ ଫିଙ୍ଗି ଦେଲା ମାଆ ।