• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mallikarjun Kharge

laxman savadi
‘ଭାରତ ମାତା କି ଜୟ’ ନାରା ପାଇଁ ଖଡଗେଙ୍କ ଅନୁମତି ମାଗିଲେ କଂଗ୍ରେସ ନେତା

କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି।

Mallikarjun Kharge
ଭୁବନେଶ୍ୱରରେ ଖଡ଼ଗେ; ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଦେବେ ଉଦ୍‌ବୋଧନ

ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ।

Mallikarjun Kharge
ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ।

Congress
ନିର୍ବାଚନ ପୂର୍ବରୁ ଲୋକଙ୍କୁ ୧୩୮ ଟଙ୍କା ଲେଖାଏଁ ମାଗିବ କଂଗ୍ରେସ, ହେଲେ କାହିଁକି ?

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍‌ ଫର୍‌ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।

Mallikarjun Kharge
ଖଡ଼ଗେ ହେବେ I.N.D.I.Aର ମୁଖ୍ୟ ସଂଯୋଜକ ! ଆଜିଠୁ ମୁମ୍ବାଇରେ ଦୁଇ ଦିନିଆ ମାନସ ମନ୍ଥନ

ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।

Nitish Kumar meets Mallikarjun Kharge, Rahul Gandhi
୨୪ ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ! ଦିଲ୍ଲୀରେ ରାହୁଲ ଓ ଖଡଗେଙ୍କ ସହ ନୀତିଶଙ୍କ ଆଲୋଚନା

ଦିନେ ଦୁଇ ଭିତରେ ଦିନ ମେଳିକୁ ନେଇ ହୋଇପାରେ ବଡ଼ ଘୋଷଣା, ମେଣ୍ଟ ସମ୍ପର୍କରେ କଂଗ୍ରେସ ବଡ଼ ଘୋଷଣା କରିବା ନେଇ ସୂଚନା

Karnataka Congress Releases Manifesto
‘୨୦୦ ୟୁନିଟ୍‌ ମାଗଣା ବିଜୁଳି, ବେକାରୀଙ୍କୁ ମିଳିବ ୩ ହଜାର ଟଙ୍କା !’

କର୍ଣ୍ଣାଟକ ରାଜନୀତି ପାଣିପାଗରେ ଏବେ ଉଷ୍ମତା ବଢିବାରେ ଲାଗିଛି। ବିଜେପି ପରେ କଂଗ୍ରେସ ତା’ର ଇସ୍ତାହାର ପ୍ରକାଶ କରିଛି। ଆଉ ଜନତାଙ୍କ ଆଗରେ ରଖିଛି ବଡ଼ ବଡ଼ ପ୍ରତିଶ୍ରୁତି

RRR Movie
'ଓସ୍କାର ପୁରସ୍କାରର ଶ୍ରେୟ ମୋଦିଜୀ ନ ନିଅନ୍ତୁ'

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଧନ୍ୟବାଦ ଜଣାଇବା ଆଳରେ କେନ୍ଦ୍ରକୁ ଟାଗେର୍ଟ କରିଛନ୍ତି । ଓସ୍କାର ପାଇଁ କୌଣସି ଦଳ ବି ଶ୍ରେୟ ନେବା ଉଚିତ ନୁହେଁ । ସମସ୍ତେ ଭାରତର ଓସ୍କାର ବୋଲି ଗର୍ବ ଅନୁଭବ କରିବା ଜରୁରୀ ବୋଲି ସେ ଦୋହରାଇଥିଲେ ।

Kharge constitutes steering Committee
ଘରେ ପଶୁ ପଶୁ ବାଜିଲା ଚାଳ..ଷ୍ଟିଅରିଂ କମିଟିରୁ ଶଶିଙ୍କ ନାଁ କାଟିଦେଲେ ଖଡ୍‌ଗେ

୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...

Mallikarjun Kharge
ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ ଖଡଗେ ! କୂଳରେ ଲାଗିବ କି ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗା ?

ଦଳୀୟ ନେତା ଓ କର୍ମୀଙ୍କ ଦୁର୍ବଳ ମନୋବଳ, ବରିଷ୍ଠ ନେତାଙ୍କ ଦଳତ୍ୟାଗ, ଉଗ୍ର ଗୋଷ୍ଠୀ ବିବାଦ, ବଢ଼ୁଥିବା ଦଳୀୟ ଫାଟ । ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ।

Mallikarjun kharge
କର୍ଣ୍ଣାଟକର ଚର୍ଚ୍ଚିତ ଚେହେରା ମଲ୍ଲିକାର୍ଜୁନ୍‌ ଖଡ଼ଗେ.. ଜାଣନ୍ତୁ ତାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିଅର

ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍‌ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।

AICC President Election
ଥରୁର୍‌ ନା ଖଡଗେ ? କାହା ମୁଣ୍ଡରେ ଦଳ ବାନ୍ଧିବ ମୁକୁଟ

ଶଶି ଥରୁର୍‌ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି  ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ । 

Special story
କଂଗ୍ରେସ ମଙ୍ଗ ଧରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ : ମଲ୍ଲିକାର୍ଜୁନ ଖଡ଼ଗେ

କଂଗ୍ରେସ ମୁଖିଆ ହେବାକୁ ରାଜି ହେବେ କି ରାହୁଲ ଗାନ୍ଧୀ ? ସଭାପତି ପଦ ପାଇଁ ତାଙ୍କୁ ବାଧ୍ୟ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା।

Mallikarjun Kharge
ଖଡ଼ଗେଙ୍କ ଅଭିଯୋଗ, ମହାରାଷ୍ଟ୍ର ହାଇଡ୍ରାମା ପଛରେ ବିଜେପି

ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।

mallikarjun kharge
ଇଡି କବ୍‌ଜାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଇଡି କବ୍‌ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।