ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ କୌଶଳକୁ ବିଶ୍ଳେଷଣ କରାଯିବ । ଆପଣଙ୍କୁ ମଲ୍ଟି-ଟାସ୍କିଂ କାମ ଦିଆଗଲେ ଆପଣ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଦେଖାଯିବ । ଏହାକୁ ବିଶ୍ଳେଷଣ କରିବା ପରେ ତୁମର ମୂଲ୍ୟାଙ୍କନ କରାଯିବ ।
ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ବିମାନବନ୍ଦର ଅଛି, ବିମାନ ଚଳାଚଳ ବି କରୁଛି । କିନ୍ତୁ ବାହାର ସୁନ୍ଦର ଭିତର ଫମ୍ପା ଭଳି, ବିମାନସେବା ଏଠି ଅନିୟମିତ।
ପ୍ରେମିକା ସହ ଝଗଡା କରି ଜଣେ ଯାତ୍ରୀ ବିମାନର ଡୋର୍ ଖୋଲିଦେବା କାରଣରୁ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ବିମାନଟି ଜରୁରୀ ଅବତରଣ କରିଥିବା ବେଳେ ଅନ୍ୟ ଏକ ବିମାନରେ ଯାତ୍ରୀ ମାନଙ୍କୁ ନିଆଯାଇଥିଲା।
ଗୋଟିଏପଟେ ଉଚ୍ଚତା ତାଙ୍କୁ ଏକ ବଡ଼ ଉପଲବ୍ଧି ଆଣି ଦେଇଥିବା ବେଳେ ଅନ୍ୟପଟେ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଉଚ୍ଚତା ପାଇଁ ରୁମେସା ଫ୍ଲାଇଟରେ ସାଧାରଣ ଭାବରେ ବସି ଯାତ୍ରା କରିପାରନ୍ତି ନାହିଁ । ଫ୍ଲାଇଟରେ ଯାତ୍ରା କରିବା ସମୟରେ ତାଙ୍କୁ ଷ୍ଟ୍ରେଚରରେ ଶୋଇ ଯାତ୍ରା କରିବାକୁ ପଡ଼େ । ନିକଟରେ ତାଙ୍କର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।
ଡିସେମ୍ବର ୧ ତାରିଖରୁ ସରକାରୀ ତେଲ କମ୍ପାନୀ ମାନେ ଏଭିଏସନ୍ ଟର୍ବାଇନ୍ ଫୁଏଲ ବା ବିମାନ ଇନ୍ଧନ ଦରରେ ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ କିଛି ବିମାନ ସେବା କମ୍ପାନୀ ନିଜ ନିଜ ବିମାନ ଭଡ଼ା ବଢାଇଥିବା ବେଳେ ଆଉ କିଛି ଖୁବଶୀଘ୍ର ଭଡା ବଢାଇପାରନ୍ତି।
କାଲିଫର୍ଣ୍ଣିଆର ଏଲ୍ ଡୋରାଡୋ କାଉଣ୍ଟରେ ଅବସ୍ଥିତ କ୍ୟାମରନ୍ ଏୟାର ପାର୍କ ନାମରେ ଏହି ଗାଁର ନାମକରଣ କରାଯାଇଛି । କ୍ୟାମରନ୍ ଏୟାର ପାର୍କ ୧୯୬୩ ମସିହାରେ ନିର୍ମିତ ହୋଇଥିଲା । ଯେଉଁଠାରେ ସମୁଦାୟ ୧୨୪ଟି ଘର ଅଛି ।
ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ। ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ୍ ସର୍ଭିସ୍ ଏୟାର୍ଲାଇନ୍ରେ ବିମାନ ସଂଖ୍ୟା ଗୋଟିଏକୁ ହ୍ରାସ ପାଇବ।
ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବାକୁ ହେଲେ ବିମାନରେ ଅତି କମ୍ରେ ଏକ ଘଣ୍ଟାରୁ ଦେଢଘଣ୍ଟା ସମୟ ଲାଗେ । ଆପଣ କେବେ ଶୁଣିଛନ୍ତି କି ଗୋଟିଏ ବିମାନ ଯାତ୍ରା ମାତ୍ର ଦେଢ଼ ମିନିଟରେ ଶେଷ ହୋଇଯିବ ? ତେବେ ଆସନ୍ତୁ ଜାଣିବା ସେହିପରି ସ୍ଥାନ ଯେଉଁଠାକୁ ବିମାନରେ ଯିବାକୁ ଦୁଇ ମିନିଟ୍ରୁ କମ୍ ସମୟ ଲାଗିଯାଏ।
ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା।
ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀର ନିଷ୍ପତ୍ତି ।
ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ।
ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି । ମଝି ଆକାଶରେ ଉଡ଼ିଗଲା ବିମାନର ଇଞ୍ଜିନ୍ କଭର୍ । ହେଲା ଜରୁରୀ ଅବତରଣ ।
ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ଉଡୁଥିବା ସମୟରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି ।
ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
୫ ଘଣ୍ଟା ଧରି ଅଟକି ରହିଲା ବିମାନ । ହନ୍ତସନ୍ତ ହେଲେ ଲୋକ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ଅଟକି ରହିଲା ବିମାନ । ଯାତ୍ରୀଙ୍କୁ ନିଶ୍ୱାସ ନେବାରେ ହେଲା ଅସୁବିଧା...
ଖୁବ୍ଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ। ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି।
ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ ।
ତୁରନ୍ତ ଯାତ୍ରୀଙ୍କ ଟଙ୍କା ରିଫଣ୍ଡ କରିବାକୁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ
ପ୍ଲାଇଟ୍ ଟିକେଟ୍ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।
ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।
ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।
ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।
ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।
ଚଳନ୍ତା ବିମାନରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା । ଲଣ୍ଡନରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ଉଡ଼ିବ ତ ବିମାନ? ଯଦି ଉଡ଼ିବ, ଏହା କେତେ ସଫଳ ହେବ? ଉଡ଼ାଣ ଲାଗି ରାଜ୍ୟ ସରକାର ଭାଏବଲ୍ ଗ୍ୟାପ୍ ଫଣ୍ଡ ଯୋଗାଇବାକୁ ରାଜି ହେବେ ତ ?