ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।
ବଂକିଙ୍ଗହମ୍ ପ୍ୟାଲେସରେ ମହାପର୍ବ . . . ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସ ତୃତୀୟଙ୍କ ମୁଣ୍ଡରେ ମୁକୁଟ
ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ ମଧ୍ୟ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା ।
ଉତ୍ସବମୁଖର ହେଲାଣି ବକିଙ୍ଗହମ୍ ପ୍ୟାଲେସ । ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଦମ୍ପତି । ଯୋଗଦେବେ ଦେଶ ବିଦେଶର ପ୍ରାୟ ୨ ହଜାର ଅତିଥି
ଆସନ୍ତା ମେ ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରେ ଅନୁଷ୍ଠିତ ହେବାକୁ ଯାଉଛି କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମାରୋହ । ଯେଉଁଥିରେ ପ୍ରିୟଙ୍କାଙ୍କ ହାତ ତିଆରି ଗୋଲାପ ଡ୍ରେସ ପିନ୍ଧିପାରନ୍ତି ରାଣୀ କାମିଲା । ଏମିତିକି କୁଇନଙ୍କ ପାର୍ଟିରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ବି ହୋଇଛି ।
ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି।
ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।
ବହୁବାର ସେ ଭାରତ ଓ ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି ।
ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ମୃତ୍ୟୁ ତାରିଖକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ସେ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ପୂର୍ବାନୁମାନ କରିଥିଲେ ଜଣେ ଆତ୍ମଘୋଷିତ ବାବା ଓରୁନମିଲା । ଯଦିଓ ଏଥିରେ ମସିହା ଉଲ୍ଲେଖ କରାଯାଇ ନ ଥିଲା ତଥାପି ରାଣୀଙ୍କ ମୃତ୍ୟୁ ପରେ ଏମିତି ପୂର୍ବାନୁମାନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଲୋଚନା ଥମି ନ ଥିବାବେଳେ ଏବେ ବିଶିଷ୍ଟ ଜ୍ୟୋତିଷ ନୋଷ୍ଟ୍ରାଡମସ୍ଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍ କରୁଥିବା ପେନ୍ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।
ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍ରେ ସମୟ କାଟିଥିଲେ ଚାର୍ଲସ।
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ରାଜପଦ ସମ୍ଭାଳିଛନ୍ତି କିଙ୍ଗ୍ ଚାର୍ଲ୍ସ ତୃତୀୟ। ଦିନେ ଅନେକ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ। ୨୦ରୁ ଅଧିକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଏହି ପାଞ୍ଚ। ଜାଣନ୍ତୁ କିଏ…
ମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀମାନେ ସାମିଲ ଅଛନ୍ତି ।
କିଙ୍ଗ ଚାର୍ଲ୍ସ ଏବେ ଯେ କୌଣସି ଦେଶକୁ ବିନା ପାସ୍ପୋର୍ଟ ମାଧ୍ୟମରେ ଯାଇପାରିବେ । କାରଣ ତାଙ୍କୁ କୌଣସି ପ୍ରକାର ଡକ୍ୟୁମେଣ୍ଟର ଆବଶ୍ୟକ ନାହିଁ । ତାଙ୍କ ନାଁରେ କୌଣସି ପ୍ରକାର ଡକ୍ୟୁମେଣ୍ଟ ଇସୁ ହେବାର ଆବଶ୍ୟକ ମଧ୍ୟ ନାହିଁ ।