• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sharad Pawar

Maharashtra Political Crisis
ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ

ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ। ନିଜ ନିଜ ସମର୍ଥିତ ବିଧାୟକଙ୍କୁ ମଞ୍ଚରେ ବସାଇ ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି କରିଛନ୍ତି ଶରଦ ଓ ଅଜିତ ପାୱାର। ସେପଟେ ଦଳର ନାଁ ଓ ଚିହ୍ନ ମାମଲା ପହଞ୍ଚିଛି ନିର୍ବାଚନ କମିଶନଙ୍କ ନିକଟରେ।

Pawar vs Pawar
ଦାଦାଙ୍କୁ ପୁତୁରାଙ୍କ କଟାକ୍ଷ: ଆପଣଙ୍କୁ ୮୩, କେତେ ଦିନ ଆଉ ରାଜନୀତି କରିବେ...

‘ ଆପଣଙ୍କୁ ୮୩ ବର୍ଷ ହୋଇଗଲା...ଏବେ ତ ରହିଯାଆନ୍ତୁ...ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର । ଏପରି କହିବା ସହ ଦାଦାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ପୁତୁରା ଅଜିତ୍ ପାୱାର ।

Sharad Pawar step down as NCP president
NCP ମୁଖିଆ ପଦ ଛାଡ଼ିଲେ ଶରଦ ପାୱାର

NCP ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି।

Maharashtra Political Crisis
"୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର"

ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ । ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ ।

Sharad Pawar
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ଶରଦ ପାୱାର?

ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।