ଆଉ ଲବି ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ କମିଶନରେଟ୍ ପୋଲିସରେ ରହିବେ ଅଫିସର ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି।
ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ ।
ଭାଇରାଲ୍ ହେଉଛି ପୋଲିସ୍ କର୍ମୀଙ୍କ ସୁରିଲା କଣ୍ଠର ଗୀତ। ଏହା ଲୋକଙ୍କୁ ପାଗଳ କରୁଛି। ଜଣେ ପୋଲିସ୍ କର୍ମୀ ହୋଇ ଏତେ ସୁନ୍ଦର ଗୀତ କିପରି ବୋଲିପାରୁଛନ୍ତି ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆପଣ ବି ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ଆପଣ ଭାବୁଥିବେ ଏଭଳି କଡ଼ା ନିଷ୍ପତ୍ତି କାହିଁକି ନେଲେ ଆସାମ ସରକାର ? ଆହୁରି ମଧ୍ୟ ପ୍ରଶ୍ନ ଆସୁଥିବ କେଉଁ ୩୦୦ ପୋଲିସ ଅଫିସରଙ୍କୁ ସରକାର ଅବସର ନେବା ପାଇଁ କହିଛନ୍ତି ? କ’ଣ ସେମାନଙ୍କର ଭୁଲ ?
ମାହାଙ୍ଗା ଡବଲ ମର୍ଡର: ପୋଲିସକୁ ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ରିଭିଜନ ପିଟିସନ ଖାରଜ । ପୋଲିସ ପକ୍ଷରୁ ଦାୟର ପିଟିସନ ଖାରଜ କଲେ ସାଲେପୁର ଏଡିଜେ ।
ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଖୁସି ନୁହଁନ୍ତି ଚିଫ୍ ଜଷ୍ଟିସ୍ । ଦେଶର ଅମଲାତନ୍ତ୍ର ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ମନୋଭାବକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।