• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Cost Of One Nation, One Election
ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନ: ପ୍ରତି ୧୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଏକା ସଙ୍ଗରେ ନିର୍ବାଚନ ହେଲେ ୪୬ ଲକ୍ଷ ୭୫ ହଜାର ଶହେଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩ ଶହଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬ ଶହଟି ଭିଭିପାଟ୍ ଆବଶ୍ୟକ ପଡିବ।

Centre to fence Myanmar border
ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ

ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।

Pran Pratistha Utsav
ସାକାର ହେବ ୫ଶହ ବର୍ଷର ସ୍ୱପ୍ନ; ପ୍ରାଣପ୍ରତିଷ୍ଠା ପୂର୍ବରୁ ଦିବ୍ୟରୂପରେ ଭବ୍ୟ ଶ୍ରୀରାମ ମନ୍ଦିର

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ । ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ ।

Doctor couple dies
ଋଣ ନେଲା ଜୀବନ; ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ।

Ayodhya Ram Mandir
ଗଣମାଧ୍ୟମକୁ I&B ମନ୍ତ୍ରଣାଳୟର ପରାମର୍ଶ; ରାମମନ୍ଦିରକୁ ନେଇ ପ୍ରଚାର କରନି ମିଛ ଖବର

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।

IAS officer
ବୁଲି ବୁଲି କପଡ଼ା ବିକୁଥିଲେ ବାପା; ପୁଅ ପାଇଲା IAS

ଗାଁରେ ବୁଲି ବୁଲି କପଡ଼ା ବିକ୍ରି କରୁଥିଲେ ବାପା । ହେଲେ ପୁଅ ଭଲ ପାଠପଢ଼ି ହୋଇଗଲେ IAS । ଗରିବ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଆଜି ସେମାନଙ୍କୁ ନୂଆ ପରିଚୟ ଦେଇଛି ।

Ayodhya Ram Temple
Ayodhya Ram Mandir; ୩ ବିନ୍ଦୁରେ ପ୍ରଭୁଙ୍କ କାହାଣୀ, ରାମ କାହିଁକି ମର୍ଯ୍ୟାଦା ପୁରୁଷୋତ୍ତମ ?

ମାତା ସୀତାଙ୍କୁ ଖୋଜିବା ପଥରେ ପଡେ କିସ୍କିନ୍ଧା ନଗର । ଏଠି ଗୋଟିଏ ଏମିତି ବାନର ଥାଏ, ଯିଏ ରାବଣକୁ କାଖରେ ଜାକି ପରାହତ କରିଛି । ଇତିହାସ କହୁଛି ରାବଣଠୁ ଅଧିକ ବଳ ତା’ ପାଖରେ ଅଛି ।

 Baijayant Panda
Ayodhya Ram Mandir: ‘ଜାନୁଆରୀ ୨୨ରେ ଘରେ ଲଗାନ୍ତୁ ଦୀପ, କରନ୍ତୁ ଭଜନକୀର୍ତ୍ତନ’

୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ ।

Class 12 Uttar Pradesh boy slaps teacher who tries to discipline him, booked
ଅଧ୍ୟାପକଙ୍କୁ ଚାପୁଡ଼ା ମାରିଲା +୨ ଛାତ୍ର; ହତ୍ୟା କରିବାକୁ ଦେଲା ଧମକ

ଛାତ୍ର ଜଣକ ବିଳମ୍ବରେ ପହଞ୍ଚିଥିଲା । ସେ ଶ୍ରେଣୀଗୃହକୁ ଯିବାକୁ ଚାହୁଁଥିଲା । ହେଲେ ଶିକ୍ଷକ ଜଣକ ଛାତ୍ରକୁ ଶ୍ରେଣୀଗୃହକୁ ଯିବାକୁ ବାରଣ କରି ପ୍ରାର୍ଥନାସଭାରେ ଉପସ୍ଥିତ ରହିବାକୁ କହିଥିଲେ ।

Ram Mandir
୧୧ ଶହ ଟନ ଫୁଲରେ ସଜେଇ ହେଉଛି ଅଯୋଧ୍ୟା, ଉପହାରରେ ମିଳିଛି ବିଶାଳକାୟ ତାଲା

ଆସୁଛନ୍ତି ପ୍ରଭୁ ଶ୍ରୀରାମ । ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା । ସୋମବାର ହେବ ପ୍ରାଣ ପ୍ରତିଷ୍ଠା । ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବପ୍ରବଣ ଭକ୍ତଙ୍କ ଉତ୍ସାହ କାହିଁରେ କଣ ।

Triple Talaq
ଯୌତୁକରେ ସ୍କର୍ପିଓ ଆଣିଲେନି ସ୍ତ୍ରୀ; ସ୍ୱାମୀ ଦେଲା ତିନି ତଲାକ୍‌

ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ ।

Mukesh Ambani
Ayodhya Ram Mandir: ମୁକେଶଙ୍କ ବଡ଼ ଘୋଷଣା...ଏହି ଦିନ ବନ୍ଦ ରହିବ ରିଲାଏନ୍ସର ସବୁ ଅଫିସ୍

ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ ।

Ram Lalla
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେମିତି ହେଲା ଫଟୋ ଭାଇରାଲ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପୁରୋହିତ

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।

Ram Prasad
ଭକ୍ତର ଭାବାବେଗକୁ ଆଘାତ...ରାମମନ୍ଦିର ପ୍ରସାଦ ନାଁରେ ଅନଲାଇନରେ ମିଳୁଛି ପେଡ଼ା

ଆମାଜନରେ ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି ।

Free Delivery
ରାମ ମନ୍ଦିର ଉଦଘାଟନ ସମାରୋହ ସ୍ପେଶାଲ ଅଫର୍: ଏତେ ଦିନ ଯାଏଁ ଫ୍ରି ଡେଲିଭରୀ ସୁବିଧା

କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ପ୍ରାଣ ପ୍ରତିଷ୍ଠା ସମାରୋହରେ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ।

Arun Yogiraj
ରାମ ମୂର୍ତ୍ତିକାରଙ୍କୁ ସ୍ୱତନ୍ତ୍ର ଉପହାର; ମିଳିଲା ମିଠାରେ ପ୍ରସ୍ତୁତ ରାମ ମନ୍ଦିର

ଯୋଗୀରାଜଙ୍କୁ ଏବେ ସାରା ଦେଶରୁ ଛୁଟିଛି ପ୍ରଶଂସାର ସୁଅ । ତାଙ୍କ ତିଆରି ମୂର୍ତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ନିକଟକୁ ଅନେକ ଉପହାର ମଧ୍ୟ ଆସି ପହଞ୍ଚିଛି ।

Ayodhya Ram Mandir
ଏମିତି ଦିଶୁଛନ୍ତି ପ୍ରଭୁ ଶ୍ରୀରାମ; ସାମ୍ନାକୁ ଆସିଲା ସ୍ପଷ୍ଟ ଫଟୋ..

ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି ।

Medicine Prescription
ଆଣ୍ଟିବାୟୋଟିକ୍ କାହିଁକି ଲେଖୁଛନ୍ତି ଡାକ୍ତର...ଏଣିକି କାରଣ ଲେଖିବାକୁ ନିର୍ଦ୍ଦେଶ

ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ । ବର୍ତ୍ତମାନ ଡାକ୍ତରମାନେ ଯେକୌଣସି ଆଣ୍ଟିବାୟୋଟିକ୍ ଲେଖିବା ବେଳେ ତାହା କେଉଁଥି ପାଇଁ ବ୍ୟବହାରଯୋଗ୍ୟ ତାହା ମଧ୍ୟ ଲେଖିବେ ବୋଲି ଜଣା ପଡ଼ିଛି ।

Vadodara boat accident
ହାଏରେ ବିଧାତା .. ଲକ୍ଷେ ଶିବ ପୂଜି ପାଇଥିଲେ ପୁଅ, ଛଡ଼ାଇ ନେଲା ଯମ

ବିବାହର ୧୭ ବର୍ଷ ପରେ ଖୁସି ଫେରିଥିଲା ଘରକୁ । କୁଳନନ୍ଦନକୁ ଦେଖି ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ । କିନ୍ତୁ କାଳର କରାଳ ନଜର ଯେମିତି ହସଖୁସିର ପରିବାର ଉପରେ ପଡ଼ିଗଲା । କୋଳକୁ ଆସିଥିବା ଦୁଇଟି କୁନି କୁନି ଛୁଆକୁ ଛଡ଼ାଇ ନେଲା ଦଇବ .. ପୂର୍ଣ୍ଣ କୋଳକୁ ଶୂନ୍ୟ କରି ଦେଇଗଲା ..

Narendra Modi
୧୨ ତାରିଖରୁ ଚଟାଣରେ ଶୋଉଛନ୍ତି, ଖାଲି ପଇଡ଼ ପାଣି ପିଉଛନ୍ତି ମୋଦି !

ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭଳି ଏକ ଐତିହାସିକ ଓ ପବିତ୍ର କାର୍ଯ୍ୟକ୍ରମର ସେ ସାକ୍ଷୀ ହେବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।

Boat Capsize
ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ ! ୧୩ ଶିଶୁ, ୨ ଶିକ୍ଷକଙ୍କ ଜୀବନ ଗଲା

ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Ayodhya Ram Mandir
ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।

Ayodhya Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ରାମମୟ ଅଯୋଧ୍ୟା

ଗର୍ଭଗୃହରେ ବିଗ୍ରହ ସ୍ଥାପନ ପରେ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ।

NPS
ବଦଳିଲା NPS ନିୟମ; ଏହି ଫେବ୍ରୁଆରୀ ପହିଲାରୁ ହେବ ଲାଗୁ

ଦିଆଯାଇଥିବା ସୂଚନା ଅନୁସାରେ ନିବେଶ ଅବଧି ମଧ୍ୟରେ NPS ଗ୍ରାହକମାନେ କେବଳ ତିନିଥର ପ୍ରତ୍ୟାହାର କରିପାରିବେ । ଯଦି ଆଂଶିକ ପ୍ରତ୍ୟାହାର କରୁଛନ୍ତି, NPSଧାରୀମାନେ ଏଥିରେ ଅତି କମରେ ତିନି ବର୍ଷ ପାଇଁ ବିନିଯୋଗ ହେବା ଉଚିତ୍ ।

Coaching Centre
କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...

କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।