ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ସେମାନଙ୍କ ମଧ୍ୟରେ ସେଠି ଚାକିରି କରୁଥିବା ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଓ ଶ୍ରୀଲଙ୍କାର ହଜାର ହଜାର ଲୋକ ମାଳଦ୍ବୀପର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି।
ଭାରତର ଏମିତି ଏକ ପଡୋଶୀ ଦେଶ ରହିଛି, ଯେଉଁଠାରେ ମନ୍ଦିର ବ୍ୟାନ । ଏହି ଦେଶରେ କେହି ପୂଜାପାଠ କଲେ ଆଇନତଃ ଦଣ୍ଡନୀୟ ଅପରାଧ । ଏଥିପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ବି ପଡିଥାଏ । ଏହି ଦେଶ ପାକିସ୍ତାନ କିମ୍ବା ବାଂଲାଦେଶ ନୁହେଁ...
ଭାରତର ପଡୋଶୀ ଦେଶ ମାଳଦ୍ୱୀପ ଏବେ ଦେବାଳିଆ ସ୍ଥିତିରେ । ଏହାର ଅର୍ଥନୀତି ଦିନକୁ ଦିନକୁ ଭୁଶୁଡିବାରେ ଲାଗିଛି । ଫଳରେ ବିଗତ ଦିନରେ ଶ୍ରୀଲଙ୍କା, ପାକିସ୍ତାନ ଭଳି ମାଳଦ୍ୱୀପ ମଧ୍ୟ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା କରିଛି ଆଇଏମ୍ଏଫ୍ ।
ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ ।
୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ।
୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ MDP ।
ମାଳଦ୍ୱୀପରୁ ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ । ହଜାର ହଜାର ଭାରତୀୟ ପର୍ଯ୍ୟଟକ ବୁକିଂ ବାତିଲ କରୁଛନ୍ତି । ଏଥିଯୋଗୁଁ ଚିନ୍ତାରେ ମାଳଦ୍ୱୀପ ସରକାର। ଏଣୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।
ଭାରତ ଆମର ନିକଟତମ ପଡ଼ୋଶୀ ଓ ସହଯୋଗୀ କହିଲା ସଂଘ । 'ସଙ୍କଟ ସମୟରେ ଭାରତ ହିଁ ପ୍ରଥମେ ଆମ କଥା ଶୁଣିଥାଏ'
ମାଲଡିଭସ୍ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ, 'ସସପେଣ୍ଡ ନୁହେଁ, ବହିଷ୍କାର କର' ।
ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ସସପେଣ୍ଡ ।
ମାଳଦ୍ୱୀପକୁ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି କି ଚୀନ୍ .... ୭ ଦିନ ଭିତରେ ଭାରତ ଫେରିବେ ସୈନ୍ୟ: ମୋଇଜୁ
ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି।