• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Electricity Bill

ବକେୟା ବିଲ୍ ପାଇଁ ଗାଁ ଅନ୍ଧାର ।
Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

ବକେୟା ବିଲ୍ ପାଇଁ ଗାଁ ଅନ୍ଧାର ।
Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

Big News for Electricity Consumers: No Hike in Power Tariffs, Says OERC
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର

ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ବଢ଼ିବନି ବିଦ୍ୟୁତ୍ ବିଲ୍

Electricity Tariffs Unchanged for 2025-26, Smart Meter Users Get Full Waiver Up to 2 kW: OERC
ଯାହାଥିଲା ସେୟା ରହିବ ବିଜୁଳି ଦର

ଯାହାଥିଲା ସେୟା ରହିବ ବିଜୁଳି ଦର। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ। ହେଲେ ଘରୋଇ ଉପଭୋକ୍ତାଙ୍କୁ ଆଶ୍ବସ୍ତ କରି ୨ କିଲୋୱାଟ୍ ଯାଏଁ ମାସିକ ମିଟର ରେଣ୍ଟକୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି। ତେବେ କେବଳ ସ୍ମାର୍ଟମିଟର ବ୍ୟବହାରୀଙ୍କୁ ହିଁ ଏହି ସୁବିଧା ମିଳିବ। ଏହାଦ୍ବାରା ରାଜ୍ୟର ପ୍ରାୟ ୮୦ ଲକ୍ଷ ଉପଭୋକ୍ତା ଉପକୃତ ହେବେ ବୋଲି କହିଛି ଓଇଆରସି।..

Electricity Bill
ଭେଳିକି ପାଲଟିବ କି ମାଗଣା ବିଜୁଳି, ଭୋଟ୍ ପଶାପାଲିରେ ମାଗଣା ବିଜୁଳି ଥୋପ

ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି ।

5 quick tips to cut down on your ac electricity bill
Summer Tips: AC ବ୍ୟବହାର କଲେ ଅଧିକ ବିଲ୍ ଆସୁଛି କି… ମାନନ୍ତୁ ଏହି ୫ ଟିପ୍ସ, କମ୍ ଆସିବ ବିଲ୍

ସାରା ଦେଶ ଏବେ ଜଳୁଛି। ବିନା ACରେ ରହିବା କଷ୍ଟ ହୋଇଯାଉଛି। ସେ ଦିନ ହେଉ କି ରାତି ବିନା ଏସିରେ ରହି ହେଉନି। ତେବେ ଦିନରାତି ଏସି ଚଲେଇବାର ଅର୍ଥ ହେଉଛି ମାସ ଶେଷରେ ବିଦ୍ୟୁତ୍ ବିଲ୍ ଅଧିକ ଆସିବ। ।ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ…

PM Surya Ghar Muft Bijli Yojana
Free Electricity: ସରକାରଙ୍କ ବଡ଼ ଘୋଷଣା...ମିଳିବ ମାଗଣା ବିଜୁଳି, ଜାଣନ୍ତୁ କେମିତି କରିବେ ଆବେଦନ

ସରିଲା ଚିନ୍ତା, ଆସିଲା ପିଏମ୍‌ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା । ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍‌ । ଜାଣନ୍ତୁ ମାଗଣା ବିଜୁଳି ପାଇଁ କେମିତି କରିବେ ଆବେଦନ... 

electricity bill
AC ପାଇଁ ଆସୁଛି କି ଅଧିକ ବିଲ୍‌ ? ଆପଣାନ୍ତୁ ଏହି ୫ ଟିପ୍ସ, ଦେବାକୁ ପଡ଼ିବନି ଅଧିକ ଟଙ୍କା !

ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି ।

Electricity Bill
ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶରେ ୟୁନିଟ୍ ପିଛା ବିଜୁଳିର ହାରାହାରି ମୂଲ୍ୟ ଯେତିକି, ରାଜ୍ୟରେ ସେହି ମୂଲ୍ୟଠୁ ଅଧିକ ୭୯ ପାଇସା ଅଧିକ ଦେଉଛନ୍ତି ଗ୍ରାହକ । ଦେଶର ସମସ୍ତ ୧୧୭ଟି ବିଜୁଳି ବିତରଣ କମ୍ପାନୀ ଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ପାୱାର ଫାଇନାନ୍ସ କର୍ପୋରେସନ୍ ବା ପିଏଫ୍‌ସିର ଅଡିଟ୍ ରିପୋର୍ଟରୁ ଏ ତଥ୍ୟ ମିଳିଛି । ବର୍ଷ ୨୦୨୧-୨୨ ପାଇଁ ପିଏଫସିର ଅଡିଟ୍ ରିପୋର୍ଟ ପରେ ଏବେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କଠୁ ନିଆଯାଇଥିବା ଅଧିକ ଟଙ୍କା କେମିତି ଗ୍ରାହକଙ୍କୁ ଫେରାଯିବ, ସେନେଇ ବିଭିନ୍ନ ସଗଂଠନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ।

Electricity Bill
ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା ।

Electricity Bill
ଏଣିକି ଦିନକୁ ତିନି ପ୍ରକାର ବିଜୁଳି ଦେୟ ଦେବେ ଉପଭୋକ୍ତା

ସୋଲାର, ପିକ୍ ଓ ନର୍ମାଲ ଆୱାର ଆଧାରରେ ଲାଗୁ ହେବ ଦେୟ ...କେନ୍ଦ୍ରର ନୂଆ ନିୟମକୁ ଗ୍ରାହକଙ୍କ ନାପସନ୍ଦ

Electric Bill
୪ ହଜାର ବଦଳରେ ଆସିଲା ୭ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍‌, କ୍ଷମା ମାଗିଲା କମ୍ପାନୀ

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ...

Bhubaneswar man gets Rs 7.9 crore electricity bill
ଆଶ୍ଚର୍ଯ୍ୟ ! ! ! ମାସକରେ ଆସିଲା ୭ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ। 

Electricity Bill
ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢ଼ିବନି ବିଦ୍ୟୁତ ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।

Electricity Bill
ଆଶ୍ଚର୍ଯ୍ୟ!! ଘରେ ୨ଟା ବଲ୍‌କୁ ଗୋଟିଏ ଫ୍ୟାନ୍‌, ହେଲେ ବି ବିଲ୍‌ ଆସୁଛି ଦେଢ଼ ଲକ୍ଷ, କେମିତି..

ଟାଟା କମ୍ପାନୀର ବିଚିତ୍ର ବିଲ୍‌। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍‌..ମାସ ଶେଷକୁ ବିଲ୍‌ ଆସୁଛି ଦେଢଲକ୍ଷ..

Special story
ଆସନ୍ତା ମାସରୁ ମାଗଣା ବିଜୁଳି : ସରକାରଙ୍କ ବଡ଼ ନିଷ୍ପତ୍ତି

ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।