• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uae

Narendra Modi
‘ତୃତୀୟ ପାଳିରେ ବିଶ୍ୱର ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହେବ ଭାରତ’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍‌ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍‌ ଖୋଲିବ।

Israel Palestine War
ସାଂଘାତିକ ସ୍ଥିତିରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ, ଆଗକୁ ସ୍ଥିତି ଆହୁରି ଗମ୍ଭୀର: UAE

ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି ।

UAE,Expo-2020
ଓଡିଶାର ପର୍ବ ପାର୍ବଣର ଝଲକ UAEରେ

ୟୁଏଇରେ ହୋଇଥିବା ଏକ୍ସପୋ ୨୦୨୦ରେ ଓଡିଆ ମାଟି ଓ ସଂସ୍କୃତିର ଝଲକ । ଦେଖନ୍ତୁ ଏହାର ଚିତ୍ର ।

UAE
ସପ୍ତାହରେ ସାଢ଼େ ଚାରି ଦିନ ୱର୍କିଂ ଡେ : ଏବେ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଦିନର ଅଫ୍

ବିଶ୍ୱର ଅଧିକାଂଶ ଦେଶରେ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ ରହିଛି । କିନ୍ତୁ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ଦେବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।

CSK vs Delhi
ଆଇପିଏଲ ଫାଇନାଲରେ ଚେନ୍ନାଇ, ଧୋନୀଙ୍କ ପ୍ରହାରରେ ଦିଲ୍ଲୀ ଧରାଶାୟୀ

୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇ ପକ୍ଷରୁ ୪୪ଟି ବଲରେ ୬୩ ରନ୍‌ କରି ଆଉଟ୍ ହୋଇଥିଲେ ରବିନ ଉଥାପା। ସେହିପରି ଋତୁରାଜ ୫୦ ବଲରେ ୭୦ ରନ୍ କରି ଆଉଟ୍‌ ହୋଇଥିଲେ। 

MI captain Rohit Sharma
IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌

IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍‌ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି।

KKR
IPL 2021: କ୍ରମାଗତ ୨ଟି ବିଜୟ ପରେ KKR ଉତ୍ସାହିତ, ଆୟରଙ୍କୁ ନେଇ ମୋର୍ଗାନଙ୍କ ବଡ଼ ବୟାନ

କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍ ନିଜ ଦଳର ବୋଲରମାନଙ୍କୁ 'ସୁପରଷ୍ଟାର୍' ବୋଲି କହିଛନ୍ତି । ମୋର୍ଗାନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଶେଷ ଦୁଇଟି ମ୍ୟାଚରେ ବୋଲର ମାନଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ବ୍ୟାଟ୍ସମ୍ୟାନ୍‌ମାନେ ଚାପମୁକ୍ତ ହୋଇ ଖେଳିପାରିଲେ ।

IPL 2021
IPL 2021: ଦୁଇ ଖେଳାଳିଙ୍କ ସମେତ ୮ ଜଣ ଆଇସୋଲେସନ୍‌ରେ

IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ ।

Ashraf Ghani
୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହ ଦେଶ ଛାଡ଼ିଥିଲେ ଘନି

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଆସ୍ରଫ୍ ଘନି ଦେଶ ଛାଡ଼ି ପଳାୟନ କରିଥିଲେ। ବିବୃତ୍ତି ଜାରି କରି ଲେଖିଥିଲେ ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା।  ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

flight
କଟକଣା କୋହଳ କଲା ୟୁଏଇ, ସାର୍ଟିଫିକେଟ୍‌ ଦେଖାଇ ଯାଇପାରିବେ ଭାରତୀୟ

ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ ।

IPL
UAEରେ ଖେଳାଯିବ IPL ୨୦୨୧; ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କେବେ ହେବ ଆରମ୍ଭ..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍‌ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]

ipl2021
ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

IPL ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

RISHABH PANT
IPL 2021: ଦିଲ୍ଲୀ କ୍ୟାପିଟାଲ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ, ଯାଇପାରେ ଋଷଭଙ୍କ ପଦ..

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ…