• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Employees

Nike Is Latest To Join Layoffs Spree
ପୁଣି ଛଟେଇ କରିବ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍...ଯିବ ୧୬୦୦ କର୍ମଚାରୀଙ୍କ ଚାକିରି

କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।

62 lakhs For Having Kids
କର୍ମଚାରୀଙ୍କ ପାଇଁ କମ୍ପାନୀର ଦମଦାର୍ ଅଫର: ପିଲା ଜନ୍ମ କଲେ ମିଳିବ ୬୨ଲକ୍ଷ ସହ ସ୍ଥାୟୀ ଭଡ଼ା ଘର

ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।

donated more than Rs 6200 crore to employees
ତ୍ୟାଗରାଜନ୍‌ଙ୍କ ମହାନ୍ ତ୍ୟାଗ...କର୍ମଚାରୀଙ୍କୁ ବାଣ୍ଟିଦେଲେ ୬୨୦୦ କୋଟିର ସମ୍ପତ୍ତି...ନିଜ ପାଖରେ ମୋବାଇଲ୍ ନାହିଁ

ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍‌ । ବିନା ସିଭିଲ୍‌ ସ୍କୋର୍‌ରେ ଯୋଗାଇ ଦିଅନ୍ତି ଲୋନ୍‌ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।

Outsourcing employees
ବର୍ଷାରେ ଭିଜିଭିଜି ଆନ୍ଦୋଳନ

ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍‌ ସୋର୍ସିଂ କର୍ମଚାରୀ

Employees LayOff
ସବୁଠୁ ଭଲ କାମ କରୁଥିବା କର୍ମଚାରୀ କମ୍ପାନୀରୁ ବିଦା ହେଲେ, ଜାଣନ୍ତୁ କାରଣ..

ବାକି କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ସବୁଠୁ ଭଲ କାମ କରୁଥିବା କର୍ମଚାରୀକୁ କମ୍ପାନୀରେ ବାହାର କରି ଦିଆଯାଇଛି ।

8th Pay Commission
8th Pay Commission; ସରକାରୀ କର୍ମଚାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର !

ପୂର୍ବରୁ ଲାଗୁ ହୋଇଥିବା ୭ମ ବେତନ କମିଶନ ତୁଳନାରେ ୮ମ ବେତନ କମିଶନରେ ଅନେକ କିଛି ପରିବର୍ତ୍ତନ ହୋଇପାରେ ।

EPFO Fixes Interest Rate On Employees' Provident Fund For 2022-23
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

ମଙ୍ଗଳବାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

female emplyees
ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଛୁଟି; CL ବଢ଼ାଇଲେ ଏହି ସରକାର...

ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି । ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Salary Hike
ଖୁସି ଖବର ! ସ୍ୱାଧୀନତା ଦିବସରେ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ । 

Special Story | Choudwar - Employees of OTM await its reopening even after 21 yrs of closer
୨୧ ବର୍ଷ ହେଲାଣି ଖୋଲୁନି ଲୁଗା କଳ...ବକେୟା ଟଙ୍କା ଆଶାରେ ଗଲାଣି ୭୫୦ ଜୀବନ !

୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....

UK workers begin world's biggest trial of 4-day week
କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହରେ ୪ ଦିନ କାମ

ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।