କୋଲକାତାରେ ଆୟୋଜିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ଶତାବ୍ଦୀ ସମାରୋହରେ ଯୋଗ ଦେବାକୁ ଆସିଥିଲେ କୋଟିପତି ଉଦ୍ୟୋଗପତି ନାରାୟଣ ମୂର୍ତ୍ତି । ସମାରୋହରେ ସେ ଯାହା କହିଥିଲେ ତାହା ଖାଲି ଏକ ସମ୍ବୋଧନ ନଥିଲା, ଆଜିର ଯୁବପିଢି ପାଇଁ ସଫଳତାର ଏକ ବାର୍ତ୍ତା ଥିଲା ।
ବିଳମ୍ବରେ ଅଫିସରେ ପହଞ୍ଚିଲେ ପଡ଼ିପାରେ ମହଙ୍ଗା । କର୍ମଚାରୀଙ୍କ ପ୍ରତି କଠୋର ହେଲେ କେନ୍ଦ୍ର ସରକାର । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।
କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।
ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।
ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍ । ବିନା ସିଭିଲ୍ ସ୍କୋର୍ରେ ଯୋଗାଇ ଦିଅନ୍ତି ଲୋନ୍ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।
EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି ।
ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍ ସୋର୍ସିଂ କର୍ମଚାରୀ
ବାକି କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ସବୁଠୁ ଭଲ କାମ କରୁଥିବା କର୍ମଚାରୀକୁ କମ୍ପାନୀରେ ବାହାର କରି ଦିଆଯାଇଛି ।
ପୂର୍ବରୁ ଲାଗୁ ହୋଇଥିବା ୭ମ ବେତନ କମିଶନ ତୁଳନାରେ ୮ମ ବେତନ କମିଶନରେ ଅନେକ କିଛି ପରିବର୍ତ୍ତନ ହୋଇପାରେ ।
ମଙ୍ଗଳବାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି । ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ ।
୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....
ରାଣୀ ଏଲିଜାବେଥ୍ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।