• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tata Group

boeing
Tata Group Loss: କ୍ରାସ ହେଲା ଡ୍ରିମ ଲାଇନର, ଜାଣନ୍ତୁ କେତେ କୋଟି ହରାଇବ ଟାଟା ଗ୍ରୁପ

ଏହି ଦୁର୍ଘଟଣାରେ ବିମାନର ୨୪୧ ଯାତ୍ରୀଙ୍କ ସମେତ ସମୁଦାୟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୧ କୋଟି ଲେଖାଏ ଆର୍ଥିକ ସାହାଯ୍ୟ ପାଇଁ ଘୋଷଣା କରିଛି ଟାଟା ଗ୍ରୁପ। ଏହା ବ୍ୟତୀତ ଦୁର୍ଘଟଣାରେ କ୍ରାସ ହୋଇଥିବା ଡ୍ରିମଲାଇନରର ମୂଲ୍ୟ ବର୍ତ୍ତମାନର ବଜାର ମୂଲ୍ୟ ୨୦୧୮ କୋଟି ଟଙ୍କା।

ଟାଟା ତିଆରି କରିବ ରାଫେଲ୍
Rafale Manufacturing: ଏବେ ଭାରତରେ ତିଆରି ହେବ ରାଫେଲ୍, ତିଆରି କରିବ ଟାଟା ଗ୍ରୁପ୍

ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ନୂତନ ପ୍ଲାଣ୍ଟ ସ୍ଥାପନ କରିବ। ରାଫେଲର ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଅଂଶ ଏହି ପ୍ଲାଣ୍ଟରେ ତିଆରି କରାଯିବ।

 Rafale
ଟାଟା ତିଆରି କରିବ ରାଫେଲ୍

ଏବେ ଭାରତରେ ତିଆରି ହେବ ରାଫେଲ୍। ଟାଟା ଗ୍ରୁପ ସ୍ୱାକ୍ଷର କଲା ବଡ଼ ଚୁକ୍ତି। ଟାଟା ଫ୍ୟାକ୍ଟ୍ରିରେ ତିଆରି ହେବ ରାଫେଲର ବଡ଼ି ।

Ratan Tata
ସାମ୍ନାକୁ ଆସିଲା ରତନ ଟାଟାଙ୍କ ୧୦ ହଜାର କୋଟି ଟଙ୍କାର ୱିଲ୍

ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ, ଶାନ୍ତନୁଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Noel TATA
ଘୋଷଣା ହେଲା ରତନ ଟାଟାଙ୍କ ଉତ୍ତରାଧିକାରୀଙ୍କ ନାଁ; ଜାଣନ୍ତୁ ସେ କିଏ…

ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ।

Ratan Tata
IPL କୁ ବିପଦରୁ ଉଦ୍ଧାର କରିଥିଲେ ରତନ ଟାଟା !

ଟାଟା ସ୍ପୋର୍ଟ୍ସ କମ୍ପ୍ଲେସ ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ମଧ୍ୟ ଟାଟା ପରିବାରର ମଧ୍ୟ ବିଶେଷ ନିବିଡ଼ତା ରହିଛି । ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ । 

Ratan Tata
ନାନୋରୁ ଜାଗୁଆର, ଟାଟା ଟେଲି ସର୍ଭିସେସରୁ TCS ପ୍ରତିଷ୍ଠାର ବିନ୍ଧାଣୀ ରତନ

ପଞ୍ଚଭୂତରେ ବିଲୀନ ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ମୁମ୍ବାଇ ୱର୍ଲିରେ ଅନ୍ତିମ ବିଦାୟ ଜଣାଇବାକୁ ଜନସମୁଦ୍ର ।

Captain Zoya
'ଏତେ ବଡ଼ ଶିଳ୍ପପତି ଥିଲେ, କିନ୍ତୁ ଅନ୍ୟକୁ ବସେଇ ନିଜେ ଛିଡ଼ା ହୋଇଥିଲେ'

କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ।

Ratan Tata
କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକ; ୨୧ ବର୍ଷ ଟାଟା ଗ୍ରୁପକୁ ସମ୍ଭାଳିଥିଲେ 

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

Discount To First-Time Voters
ଆପଣ ଫାଷ୍ଟ୍‌ ଟାଇମ୍‌ ଭୋଟର କି ? ଯାଆନ୍ତୁ ଏହି ବିମାନରେ, ପାଇବେ ରିହାତି....

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।

Tata Groups
ପାକିସ୍ତାନ GDPକୁ କାଟିଲା ‘Tata Group’...ଋଣର ପାହଡ଼ ତଳେ ପଡ଼ୋଶୀ ରାଷ୍ଟ୍ର...  

ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ପାକିସ୍ତାନ GDPକୁ କାଟିଛି ‘Tata Group’...

EV Car
କମିଲା EV ଦର, କାର୍ ମୂଲ୍ୟରେ ୧.୨୦ ଲକ୍ଷ ଟଙ୍କା ହ୍ରାସ କଲା ଏହି କମ୍ପାନୀ...

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍‌ ଇଲେକ୍ଟ୍ରିକ୍‌ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।

Tata Air India
ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, ବିଶ୍ୱସ୍ତରୀୟ ସେବା ଯୋଗାଇବାକୁ ଟାଟାର ପ୍ରତିଶ୍ରୁତି

ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍‌କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ ।

AIR India
ଦୀର୍ଘ ୬୯ ବର୍ଷ ପରେ ଟାଟା ହାତକୁ ଫେରିବ ଏୟାର୍ ଇଣ୍ଡିଆ

ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା।

Tata Sons hire Air India
ଟାଟା ସନ୍ସ ଏୟାର ଇଣ୍ତିଆର ନୂଆ ମାଲିକ

ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।