• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

old college
ପରିଚୟ ଖୋଜୁଛି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ

ନାକ୍ ଟିମ୍ ଆସିବେ ବୋଲି ସଜେଇ ହେଉଛି ପାରଳାଖେମୁଣ୍ଡିର ଶତାୟୁ କଲେଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ । କଲେଜରେ କିନ୍ତୁ ନାହିଁ ନଥିବା ସମସ୍ୟା । ଆବଶକୀୟ ଅଧ୍ୟାପକ କି ନାହିଁ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି.

class room
ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠପଢ଼ା

ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠ ପଢା । ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...

serious irregularities in SAMS
ସାମ୍ସ ୱେବସାଇଟରେ ଅବ୍ୟବସ୍ଥା : ବିଳମ୍ବ ହେଉଛି ପିଜି ନାମଲେଖା, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଚିନ୍ତା

ସ୍ପଟ୍ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି କଲେଜ ଓ ୟୁନିଭର୍ସିଟିର ପିଜି ସିଟ୍ ।  ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । 

  • Saturday, 26 November 2022
  • SAMS
BSE Odisha Calss 10 Matric Summative Exam To Begin From Today
ଆଜିଠୁ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା, ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରର ସିଲ୍ ଖୋଲା ଯିବ

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Special story
‘ମାଡ଼ ମାରୁଛି ରାନ୍ଧୁଣୀ’ : ନିର୍ଯାତନା ସହି ନପାରି ସ୍କୁଲ ଛାଡି ପଳାଇଲେ ୫ ଜଣ ଛାତ୍ର

କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।

NC Collage
ବିନା ଶୌଚାଳୟରେ ଚାଲିଛି କଲେଜ୍‌ !!

ଇଏ କେମିତିକା କଲେଜ୍‌? ଯେଉଁଠି ଛାତ୍ରୀଙ୍କ ପାଇଁ ନାହିଁ ଭଲ ଶୌଚାଳୟ...ସାଇକେଲ ଷ୍ଟାଣ୍ଡ ନାହିଁ କି ଭଲ ରୁମ୍‌ ନାହିଁ। ଅଟୋନମସ୍‌ ମାନ୍ୟତା ବି ହରାଇଲାଣି ଏଇ କଲେଜ୍‌। ସବୁ ଜାଣି ପ୍ରଶାସନ ସାଜିଛି ନିଦାବିଷ୍ଣୁ

  • Friday, 18 November 2022
UPSC Result
ପ୍ରକାଶ ପାଇଲା UPSC ରେଜଲ୍ଟ, ଜାଣନ୍ତୁ ଟପ୍ ଟେନ୍‌ରେ କିଏ..?

UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।

School + Medical Camp
ସରକାର ଏମିତି ଦିଅନ୍ତି ଶିକ୍ଷା-ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ, ଦେଖନ୍ତୁ ଭିଡିଓ..

ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।

Koida School
ରୋଷେଇ ଘରୁ ଛପର ଉଡ଼ିଯାଇଛି, ଛାତରୁ ସିମେଣ୍ଟ ଖସୁଛି.. କେତେବେଳେ କାନ୍ଥ ବି ଭୁଶୁଡ଼ିବ

ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି ।

  • Friday, 18 November 2022
  • School
Special story
ଅଧୁରା ରହିବନି ଗରିବ ପିଲାଙ୍କ ସ୍ୱପ୍ନ : ସ୍କୁଲରେ ମିଳିବ ମାଗଣା ଜେଇଇ ଓ ନିଟ୍ କୋଚିଂ

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ

Special story
‘ପୋକରେ ଭିଟାମିନ୍‌ ଅଛି,ଚୁପଚାପ୍‌ ଖାଇ ଦିଅ’ ! ଅଭିଯୋଗ ପରେ ପିଲାଙ୍କୁ ଧମକାଇଲେ ପ୍ରିନ୍ସିପାଲ

ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .

Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଦକ୍ଷତା ଯାଂଚ୍‌

କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି

Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।

ASO EXAM
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

Harika MBBS
ପ୍ରେରଣାଦାୟୀ ହାରିକା, ବିଡ଼ି ଶ୍ରମିକଙ୍କ ଝିଅ MBBS ଡାକ୍ତର

ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

  • Thursday, 10 November 2022
  • MBBS
Sunny leone photo on admit card of Karnataka teacher Examination
ଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍‌ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।

Special story
ପିଲାଙ୍କ ପାଇଁ ଆସିଥିବା ବହି ବିକିଦେଲେ ଶିକ୍ଷକ,ଶିକ୍ଷୟିତ୍ରୀ

2020-2021 ବର୍ଷରେ ପ୍ରକାଶିତ ହୋଇଥିବା ଉତ୍ଥାନ ଏବଂ ଉଜ୍ଜଳା ପୁସ୍ତକକୁ ଶାଗ ମାଛ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ଏହାର ବିକ୍ରି ହୋଇଛି ।

Special story
ବିଶ୍ୱବିଦ୍ୟାଳୟ ଭିତରେ ପାନବରଜ,ଚାଲିଛି ଗବେଷଣା ! ପାନରୁ ତିଆରି ହେବ ପ୍ରସାଧନ ସାମଗ୍ରୀ ଓ କ୍ୟାନସର ଔଷଧ!!

ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।

school
ଶିକ୍ଷକଙ୍କୁ କଠୋର ନିର୍ଦ୍ଦେଶ ! ସ୍କୁଲ ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଆସିବେ, ଛୁଟି ହେବାର ୩୦ ମିନିଟ୍‌ ପରେ ଯିବେ

ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।

School Exam
ଆସନ୍ତା ୨୩ ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ।

Special story
ପରୀକ୍ଷା ମୁଣ୍ଡ ଉପରେ ! ହେଲେ ପିଲାଙ୍କ ପାଖରେ ବହି ନାହିଁ, ପଢ଼ିବେ କିପରି . .

ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।

Mohana School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା ! ବ୍ଲାକ୍‌ ବୋର୍ଡ ଲମ୍ବ ୩୦ ପୁଟ୍, ଭାଗ ଭାଗ ହୋଇ ବସୁଛନ୍ତି ୫ ଶ୍ରେଣୀର ପିଲା

ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।

Special story
କପି କରିପାରିବେନି ଛାତ୍ରଛାତ୍ରୀ ! କଲେଜ ପକ୍ଷରୁ ଦିଆଗଲା ଅଜବ ଟୋପି

ନା ମୁଣ୍ଡ ଏପଟସେପଟ କରିହେବ ନା ସାଙ୍ଗ ମାନଙ୍କ ଖାତାକୁ ଚାହିଁହେବ । କପି ରୋକିବା ପାଇଁ ଏ କି ପ୍ରକାର କୌଶଳ ।

  • Thursday, 27 October 2022
How to make career in IT without computer science
ଏବେ କମ୍ପ୍ୟୁଟର ସାଇନ୍ସ ବିନା ଆଇଟି କ୍ଷେତ୍ରରେ ପାଇପାରିବେ ଚାକିରି; ଜାଣନ୍ତୁ କିପରି…

ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର ସୁଯୋଗ ସୃଷ୍ଟି ହୋଇଛି। ଜାଣନ୍ତୁ କିପରି…

Ravenshaw University Students Will Not Allow To Protest
ରେଭେନ୍ସା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ମନା, କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ ବି ବ୍ୟବହାର କରିବେନି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ।