ପଢ଼ିଲା ବେଳେ ଗର୍ବ, ସରିଲା ପରେ ବେକାର । ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ୧୦ ବର୍ଷରେ ୩୪ ହଜାରରୁ ଅଧିକ ପିଲା ପାସ୍ । ପାସ୍ କରୁଥିବା ଅଧା ପିଲାଙ୍କୁ ବି ମିଳୁନି ଚାକିରି । ସଙ୍କୁଚିତ ସରକାରୀ ଚାକିରିକୁ ଦାୟୀ କଲେ ଡିଗ୍ରୀଧାରୀ ।
ପିଅନ ଚାକିରି କରିଥିବା ଜଣେ ଯୁବକ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଏବେ ପିଅନରୁ ସିଧା ହେବେ ଜଣେ ଅଫିସର । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଘଟଣା ପୂରା ସତ । ଛତିଶଗଡରେ ଘଟିଛି ଏହି ଘଟଣା ।
ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।