• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Utkal University

Utkal University
ବାଣୀବିହାର କମ୍ପୁଟର ସାଇନ୍ସ ସ୍ନାତକ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

Utkal University
NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି ।

Utkal University
ପୁଣି ବାଣୀବିହାର ଅଶାନ୍ତ ! ଛାତ୍ର ସଂସଦ ଅଫିସରେ ଅଣଛାତ୍ରଙ୍କ ଭଙ୍ଗାରୁଜା

ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକୁ ଭାଙ୍ଗିଦେଲେ ଅଣ ଛାତ୍ର ।

Vani Vihar Campus
ବାଣୀବିହାର କ୍ୟାମ୍ପସ୍‌ରେ 5T ଷ୍ଟିକର ! BCJD-ABVPର ପୋଷ୍ଟର ୱାର୍...

5T ସଚିବଙ୍କ ଷ୍ଟିକର ପାଖରେ ମହାପୁରୁଷଙ୍କ ପୋଷ୍ଟର ମରାକୁ ନେଇ ମୁହାଁମୁହିଁ । ଛାତ୍ର ବିଜେଡି-ଏବିଭିପି ମଧ୍ୟରେ ମୁହାଁମୁହିଁ ।

Posters of 5T Secretary found on Utkal University campus in Bhubaneswar
ବାଣୀବିହାର କ୍ୟାମ୍ପସରେ 5T ପଲିଟିକ୍ସ: 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଷ୍ଟିକରକୁ ଜୋରଦାର ବିରୋଧ

କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି।

NIRF Ranking Utkal University
NIRF Ranking 2023: ୧ ନମ୍ବର ସ୍ଥାନରେ IIT ମାଡ୍ରାସ

NIRF ରାଙ୍କିଙ୍ଗରେ ଇଞ୍ଜିନିୟରିଂ, ମେଡିକାଲ, ମ୍ୟାନେଜମେଣ୍ଟ, ଆଇନ, ଫାର୍ମାସି, କୃଷି ବିଜ୍ଞାନ ଭଳି ଶିକ୍ଷାନୁଷ୍ଠାନ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଇଛି ।

Utkal University
ନାକ୍ ଗ୍ରେଡେସନରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

୧୫ ଦିନ ଭିତରେ ପୁନର୍ବିଚାର କରିବାକୁ ନାକ୍ ନିକଟରେ ଆବେଦନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Utkal University
ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟ ନାକ; A+ରୁ Aକୁ ଖସିଲା ଗ୍ରେଡ୍

ନାକ୍ ଗ୍ରେଡେସନରେ କଟିଲା ଉତ୍କଳ ବିଶ୍ୱବିଦ୍ୟାଳୟର ନାକ । ୨୦୧୬ରେ ଥିଲା A+ , ୨୦୨୩ରେ ମିଳିଲା A ଗ୍ରେଡ୍ । ଉପରକୁ ଉଠିବା ବଦଳରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ନାକ୍ ପକ୍ଷରୁ ହୋଇଥିବା ସର୍ଭେରେ ଉତ୍କଳକୁ ମିଳିଛି ୩.୧୬ ସ୍କୋର । ଫଳରେ ୟୁନିଭରସିଟି A+ରୁ A ଗ୍ରେଡକୁ ଖସିଆସିଛି ।

NAAC Team, Utkal University
ରିପୋର୍ଟ ଦେଲା NAAC ଟିମ୍, ଖସିଲା ଉତ୍କଳ ବିଶ୍ୱ ବିଦ୍ୟାଳୟ ମାନ୍ୟତା

ଗତମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା ।

Vani Vihar
ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।

Utkal university students stage protest over water shortage
ରାତି ଅଧରେ ବାଲ୍‌ଟି ଧରି ଆନ୍ଦୋଳନକୁ ଓହ୍ଲାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ

ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଫଳରେ ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି। 

Utkal University
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଭର୍ତ୍ସନା, ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ସ୍ମାର୍ଟ୍ କ୍ଲାସ ରୁମ୍‌ର ବିଶେଷ ଭୂମିକା ନାହିଁ

ସ୍ମାର୍ଟ୍ କ୍ଲାସ ରୁମ୍ ପ୍ରତିଷ୍ଠା ଲାଗି ବିଶ୍ୱବିଦ୍ୟାଳୟ ପାଖରେ ପାଣ୍ଠି ଅଛି । ଉଚ୍ଚ ଶିକ୍ଷା ବିଭାଗ ଏଥିଲାଗି ଅନୁଦାନ ଦେଇ ପାରିବ ନାହିଁ ।

Utkal University
ଏଣିକି ବାଣୀବିହାରରେ ପଶିପାରିବେ ନାହିଁ ଅଣଛାତ୍ର

ବିଶ୍ୱବିଦ୍ୟାଳୟରେ ଅଣଛାତ୍ରୀଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍....

Utkal University
ଖର୍ଚ୍ଚ ହୋଇପାରୁନି, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପଡ଼ିଛି ୫୦୦ କୋଟିରୁ ଅଧିକ ଟଙ୍କା

ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି କାହିଁକି ?

Student Protest
ବାଣୀବିହାର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ହୋ-ହଲ୍ଲା, ମୁଖ୍ୟଫାଟକ ବନ୍ଦ କରି ଦେଲେ ଧାରଣା

ଚଣ୍ଡିଖୋଲ ସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗଲା ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଯାହାର ପରିଚାଳନା ଦାୟିତ୍ୱ ନେଇଛି ଶ୍ରୁଶୃତମ ଚାରିଟେବଲ୍ ଟ୍ରଷ୍ଟ ।

2-Day Bharat Bandh From March 28: Utkal, RD University Exams Postponed
ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।

Unrest At Utkal University Campus After Clash
ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। 

law Student
ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ ।

Bhubaneswar Fire
ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ କୋଠାରେ ଅଗ୍ନିକାଣ୍ଡ

ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ କୋଠାରେ ଅଗ୍ନିକାଣ୍ଡ। ଖବର ପାଇବା ପରେ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି