ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।
ବୋର୍ଡ ପରୀକ୍ଷାକୁ ନେଇ ପିଲାମାନଙ୍କ ଠାରୁ ଆରମ୍ଭ କରି ବାପାମାଆମାନେ ମଧ୍ୟ ଚାପରେ। ଏହାକୁ ନେଇ ବିଶେଷଜ୍ଞମାନେ ଏମିତି କିଛି ଟିପ୍ସ ଦେଇଛନ୍ତି ଯାହା ଦ୍ୱାରା ଚାପ ହ୍ରାସ କରିବା ସହିତ ଭଲ ମାର୍କ ସ୍କୋର କରିହେବ।
ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।
ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।