• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଦକ୍ଷତା ଯାଂଚ୍‌

କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି

Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।

ASO EXAM
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

Harika MBBS
ପ୍ରେରଣାଦାୟୀ ହାରିକା, ବିଡ଼ି ଶ୍ରମିକଙ୍କ ଝିଅ MBBS ଡାକ୍ତର

ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

  • Thursday, 10 November 2022
  • MBBS
Sunny leone photo on admit card of Karnataka teacher Examination
ଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍‌ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।

Special story
ପିଲାଙ୍କ ପାଇଁ ଆସିଥିବା ବହି ବିକିଦେଲେ ଶିକ୍ଷକ,ଶିକ୍ଷୟିତ୍ରୀ

2020-2021 ବର୍ଷରେ ପ୍ରକାଶିତ ହୋଇଥିବା ଉତ୍ଥାନ ଏବଂ ଉଜ୍ଜଳା ପୁସ୍ତକକୁ ଶାଗ ମାଛ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ଏହାର ବିକ୍ରି ହୋଇଛି ।

Special story
ବିଶ୍ୱବିଦ୍ୟାଳୟ ଭିତରେ ପାନବରଜ,ଚାଲିଛି ଗବେଷଣା ! ପାନରୁ ତିଆରି ହେବ ପ୍ରସାଧନ ସାମଗ୍ରୀ ଓ କ୍ୟାନସର ଔଷଧ!!

ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।

school
ଶିକ୍ଷକଙ୍କୁ କଠୋର ନିର୍ଦ୍ଦେଶ ! ସ୍କୁଲ ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଆସିବେ, ଛୁଟି ହେବାର ୩୦ ମିନିଟ୍‌ ପରେ ଯିବେ

ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।

School Exam
ଆସନ୍ତା ୨୩ ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ।

Special story
ପରୀକ୍ଷା ମୁଣ୍ଡ ଉପରେ ! ହେଲେ ପିଲାଙ୍କ ପାଖରେ ବହି ନାହିଁ, ପଢ଼ିବେ କିପରି . .

ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।

Mohana School
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା ! ବ୍ଲାକ୍‌ ବୋର୍ଡ ଲମ୍ବ ୩୦ ପୁଟ୍, ଭାଗ ଭାଗ ହୋଇ ବସୁଛନ୍ତି ୫ ଶ୍ରେଣୀର ପିଲା

ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।

Special story
କପି କରିପାରିବେନି ଛାତ୍ରଛାତ୍ରୀ ! କଲେଜ ପକ୍ଷରୁ ଦିଆଗଲା ଅଜବ ଟୋପି

ନା ମୁଣ୍ଡ ଏପଟସେପଟ କରିହେବ ନା ସାଙ୍ଗ ମାନଙ୍କ ଖାତାକୁ ଚାହିଁହେବ । କପି ରୋକିବା ପାଇଁ ଏ କି ପ୍ରକାର କୌଶଳ ।

  • Thursday, 27 October 2022
How to make career in IT without computer science
ଏବେ କମ୍ପ୍ୟୁଟର ସାଇନ୍ସ ବିନା ଆଇଟି କ୍ଷେତ୍ରରେ ପାଇପାରିବେ ଚାକିରି; ଜାଣନ୍ତୁ କିପରି…

ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର ସୁଯୋଗ ସୃଷ୍ଟି ହୋଇଛି। ଜାଣନ୍ତୁ କିପରି…

Ravenshaw University Students Will Not Allow To Protest
ରେଭେନ୍ସା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ମନା, କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ ବି ବ୍ୟବହାର କରିବେନି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ।

Education System
ଏମିତି ଗାଁ ଯେଉଁଠି ପିଲାମାନେ କଲେଜ ପିଣ୍ଡା ମାଡ଼ି ନାହାନ୍ତି, ହାଇସ୍କୁଲ ଦେଖିବା ବି ୟାଙ୍କ ସ୍ୱପ୍ନ

ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି

Special story
ନିଷ୍ଠାପର ଦିବ୍ୟାଙ୍ଗ ଗୁରୁ ! ମାଗଣାରେ ପିଲାଙ୍କୁ ଶିଖାଉଛନ୍ତି ସଙ୍ଗୀତ

ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ

Aspirational Course
ଖାଲି ଘୋଷଣା କରିଦେଲେ କଣ ହୋଇଯିବ?

ନୂଆ ସିଲାବସ୍‌କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍‌ଙ୍କ ଗୁରୁତର ଆପତ୍ତି ।

Aspirational Course
ଶିକ୍ଷାବର୍ଷ ଅଧାରୁ ନୂଆ ସିଲାବସ୍‌; ଦ୍ୱନ୍ଦ୍ୱରେ ଶିକ୍ଷାବିତ ଓ ଅଭିଭାବକ

ଶିକ୍ଷା ବର୍ଷ ଅଧାରୁ ନବମରେ ନୂଆ କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ ।

Srinibas
ଗରିବ ପିଲା କେମିତି ଶିଖିବେ ଇଂରାଜୀ ? ତାର ବାଟ ଖୋଲିଛନ୍ତି ଶ୍ରୀନିବାସ

ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।

Big Reform In Matric Exam
ମାଟ୍ରିକ୍‌ ପରୀକ୍ଷାରେ ହେଲା ବଡ଼ ସଂସ୍କାର, ଏଣିକି ପାଠ ସହ ଶାଠରେ ବି ମିଳିବ ମାର୍କ

ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍‌ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି। 

Education
CBSE ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ନବମ-ଦଶମ ପିଲାଙ୍କ ପାଇଁ ୪ ନୂଆ ବିଷୟ

ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।

BSE Odisha introduces aspiration components in the curriculum of class
ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଆସିବ ନୂଆ ବିଷୟ

ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ।

Spelling error in BEO Office
ଶିକ୍ଷା ଅଧିକାରୀଙ୍କ ଅଫିସରେ ଭାଷାର ଅବମାନନା: ସୂଚନାଫଳକରେ ହାସ୍ୟାସ୍ପଦ ତ୍ରୁଟି

ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?

Special story
ଜଣେ ଶିକ୍ଷୟିତ୍ରୀରେ ଚାଲିଛି ସ୍କୁଲ, ଦିଦି ନଆସିଲେ ପାଠ ପଢ଼ାଉଛନ୍ତି ରୋଷେୟା ଓ ହଷ୍ଟେଲ ସହାୟିକା

ପିଲାଙ୍କୁ ରୋଷେୟା ପାଠ ପଢ଼ାଇଲେ ତାଙ୍କର ଭବିଷ୍ୟତ କ’ଣ ହେବ ? ଆଗକୁ ଯାଇ ସେମାନେ କରିବେ କ’ଣ ?

Education System
ନାଁକୁ ମାତ୍ର 5T ସ୍କୁଲ, ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ସାତଟି ଶ୍ରେଣୀକୁ ମାତ୍ର ଦୁଇଜଣ ଶିକ୍ଷକ l ଥରେ ଚିନ୍ତା କରନ୍ତୁ କେମିତି ପାଠ ପଢା ଚାଲିଥିବ ସେହି ସବୁ ସ୍କୁଲରେ ?