• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Businessman

murder
Businessman Murder: ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା

ବାରିପଦାରେ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । କେହି ଦୁର୍ବୃତ୍ତ ଆଜି ସକାଳେ ତାଙ୍କ ଘରେ ପଶି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ପୋଲିସ ।

Business Struggle
Business Is Not Easy: ସର୍ଟକଟ ନୁହେଁ... ବ୍ୟବସାୟରେ ବି ଥାଏ ଏମିତି ସଂଘର୍ଷ

ବେଙ୍ଗାଲୁରୁରେ ଥିବା OKCreditର ସହ-ପ୍ରତିଷ୍ଠାତା ହର୍ଷ ପୋଖର୍ନା ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଚାକିରି ଭଲ ଦରମା ମିଳୁଥିବା ଛାଡିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।

Paradeep
Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା

ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି ।

Politics
ପ୍ରଚାର ବେଳେ ‘ଜୟ ଶ୍ରୀରାମ’ କହି ଚିଲାଉଥିଲେ, ପକେଟରୁ ଗୋଲ୍ ହୋଇଗଲା ୩୬ ହଜାର

ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।

Sohan Roy
ଯୌତୁକ ନେଉଥିବା ଲୋକଙ୍କୁ ଦିଅନ୍ତିନି ଚାକିରି, ଏବେ କର୍ମଚାରୀଙ୍କୁ ୩୦କୋଟିର ଉପହାର ଦେଲେ ଏହି ବ୍ୟବସାୟୀ

ସୋହନ ରୟ ବ୍ୟବସାୟରେ ଯେତେ ସଫଳ, ହୃଦୟ ତାଙ୍କର ସେତିକି ବଡ଼ । କୌଣସି ପ୍ରକାର ଅନ୍ୟାୟକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ ।

Education
ବ୍ୟବସାୟୀ ଦମ୍ପତିଙ୍କ ଉଦାରତା; ମାଗଣାରେ ପିଲାଙ୍କୁ ଦେଉଛନ୍ତି କୋଚିଂ

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

Cyber Frauds Dupe Jajpur Businessman On Pretext Of Bank Loan
ଇ-ଭେହିକିଲ୍‌ ସୋ’ରୁମ୍‌ କରିବାର ସ୍ୱପ୍ନ ଦେଖୁଥିଲେ, ବ୍ୟାଙ୍କରୁ ଲୋନ୍‌ ଆଣିବେ କ’ଣ ଆକାଉଣ୍ଟରୁ ଅଟୋମେଟିକ୍‌ କଟିଗଲା ଟଙ୍କା...

ଇ-ଭେହିକିଲ୍‌ କରିବାର ଦେଖୁଥିଲେ ସ୍ୱପ୍ନ। ସାଇବର ଲୁଟେରାଙ୍କ ଚାଲ୍‌ର ଶିକାର ହେବା ପରେ ଆକାଉଣ୍ଟ ହୋଇଗଲା ଖାଲି। ଡିଲରସିପ୍‌ର ଆଶା ବି ମଉଳି ଗଲା....ଦେଖନ୍ତୁ କେମିତି ଲୁଟ୍‌ର ହେଲେ ଶିକାର

Watch How Cyber Fraudsters Duped Businessman In Puri
ଏହି ଲିଙ୍କରେ କ୍ଲିକ୍ କଲେ ଆକାଉଣ୍ଟରୁ ଗାଏବ୍‌ ହୋଇଯାଉଛି ଟଙ୍କା

ପୁରୀର ବ୍ୟବସାୟୀ ନରେନ୍ଦ୍ର ମହାପାତ୍ରଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ଯେଉଁଥିରେ ଅବଗତ କରାଯାଇଥିଲା ଯେ, KYC ଅପଡେଟ୍ କରିବା ପାଇଁ ପଠାଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଉଡ଼ି ଗଲା ଟଙ୍କା।