• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Free Education

Free Coacing Center
ଗରିବ ପିଲାଙ୍କୁ ପାଠ ପଢାଇବାକୁ ଖୋଲିଲା କୋଚିଂ ସେଣ୍ଟର

ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।

Undergraduate girl gives free tuition
ବସ୍ତି ପିଲାଙ୍କୁ ମାଗଣାରେ ପଢାଇବାକୁ ଶପଥ ନେଇଛନ୍ତି ଶୁଭଲକ୍ଷ୍ମୀ

ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

Free Education
ନିଜର ସିନା ପିଲା ନାହିଁ...ଗାଁର ୬୦ ପିଲାଙ୍କୁ ମାଗଣା ପଢାଇ ଏବେ ଚର୍ଚ୍ଚାରେ ଦମ୍ପତି

ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି

Free education
ସବୁ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢେଇବା ଲାଗି ବ୍ୟବସାୟୀ ଖୋଲିଲେ କୋଚିଂ ସେଂଟର

ସବୁ ଗରିବ ପିଲାଙ୍କୁ ମାଗଣାରେ ପଢାଯିବ। କେହି ଅଶିକ୍ଷିତ ରହିବେ ନାହିଁ...ନିଇତି ୪.୩୦ ରୁ ୬.୩୦ ଯାଏଁ କୋଚିଂ ନେଉଛନ୍ତି ପିଲା

Education
ବ୍ୟବସାୟୀ ଦମ୍ପତିଙ୍କ ଉଦାରତା; ମାଗଣାରେ ପିଲାଙ୍କୁ ଦେଉଛନ୍ତି କୋଚିଂ

ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍‌ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍‌। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।

debendra
ଖାକି ବର୍ଦ୍ଦି ଭିତରେ ଦରଦୀ ହୃଦୟ : ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି କନେଷ୍ଟବଳ ଦେବେନ୍ଦ୍ର

ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା ।