• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

odisha civil service exam
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।

Student Class Revision
ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଅଭିଭାବକ କହିଲେ- ଅଯଥା ବୋଝ

ରାଜ୍ୟର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ହେବ।

Education System
କି ଅବସ୍ଥା ! ସ୍କୁଲ ସରକାରୀ କିନ୍ତୁ ଶିକ୍ଷକ ଭଡ଼ାରେ, ଗୋଟିଏ କୋଠରୀରେ ୩ ଶ୍ରେଣୀ

ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।

Minister Samir Dash
ବିଳମ୍ବ ନକରି କ୍ଲାସ୍‌ ଆରମ୍ଭ କର: ମନ୍ତ୍ରୀ

ଏବେ ବି କିଛି କଲେଜ୍‌ରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି।

education
ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ : ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ

ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ପୁସ୍ତିକା, ଏକଷ୍ଟ୍ରା କ୍ଲାସ ଜରିଆରେ ପଢ଼ିବେ ପୁରୁଣା ପାଠ

Special story
ଏଣିକି ଗାଡି ନେଇ କଲେଜ୍‌ ଗଲେ ଅଟକାଇ ଦେବେ ସ୍ୱତନ୍ତ୍ର ସ୍କ୍ୱାଡ୍‌

କଲେଜ୍‌ ଷ୍ଟୁଡେଣ୍ଟଙ୍କ ପାଇଁ ବଡ଼ ଖବର। ଏଣିକି ଗାଡି ନେଇ କଲେଜ୍‌ ଗଲେ ଅଟକାଇ ଦେବେ ସ୍ୱତନ୍ତ୍ର ସ୍କ୍ୱାଡ୍‌...ଜାଣନ୍ତୁ କେବେଠୁ ଲାଗୁ ହେଲା ନିୟମ

School
ଛଣ ଛପର ସ୍କୁଲ-ଗୋବର ଲିପା ଚଟାଣ-ଜରିପାଲ କାନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

 school runs from verandah
ପର ଘର ବାରଣ୍ଡାରେ ଖୋଲିଛି ସ୍କୁଲ

ଘର ବାରଣ୍ଡାରେ ଖୋଲିଛି ସ୍କୁଲ। ଖରା-ବର୍ଷା-ଶୀତ ଏଇଠି ବସି ପିଲା ପଢୁଛନ୍ତି। ପାଠ ଦିନେ କି ଦୁଇ ଦିନ ନୁହେଁ, ୧୨ ବର୍ଷ ହେଲା ଏମିତି ଚାଲିଛି ଶିକ୍ଷାଦାନ। ଏଇଠି  ବସି ପିଲା ପାଠ ପଢୁଛନ୍ତି, ଏଇଠି ଖାଉଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ବାଲିଗୁଡା ବ୍ଳକ୍ ସିଲିକିସୁଗା ପ୍ରାଥମିକ ସ୍କୁଲରେ। ୧୨ ବର୍ଷ ହେଲାଣି ଗାଁରେ ସ୍କୁଲ ଘରଟିଏ 

 school runs from verandah
ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାକୁ ଉପହାସ: ପର ପିଣ୍ଡାରେ ୧୨ବର୍ଷ ହେଲା ଚାଲିଛି ସ୍କୁଲ

 ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ।

Special story
୧୨ ବର୍ଷ ହେଲା ପର ଘର ବାରଣ୍ଡାରେ ଚାଲିଛି ସ୍କୁଲ

ସ୍କୁଲ କମିଟି ସଭାପତିଙ୍କ ଘର ବାରଣ୍ଡାରେ ପାଠପଢ଼ା ହେଉଛି ।

  • Wednesday, 14 September 2022
  • School
Smart School
ଏମିତି ଆମ ସ୍ମାର୍ଟ ସ୍କୁଲ୍ ? ମନ୍ଦିର ବେଢ଼ାରେ କ୍ଲାସ୍ ରୁମ୍

ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

Smart School
ଧନ୍ୟ ଆମ ସ୍ମାର୍ଟସ୍କୁଲ ବ୍ୟବସ୍ଥା ! ଆଲମିରା ସାଜିଛି ଏଠି କଳାପଟା

ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

କଳାପଟା ନାହିଁ, ଅଲମାରିକୁ କଳାପଟା ବନେଇ ଦେଇଛନ୍ତି ଏ ଦିଦି।
ଆମ ରାଜ୍ୟରେ କେମିତି ଚାଲିଛି 5t ସ୍କୁଲ୍...ଫଟୋରେ ଦେଖିବା କିଛି ଖବର...

ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍‌ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t

smart school
ସ୍ମାର୍ଟସ୍କୁଲର ଅସଲ ଚିତ୍ର : ପିଲାଙ୍କ ପାଇଁ ଆଲମିରା ପାଲଟିଛି କଳାପଟା

ଆଲମିରାକୁ କଳାପଟା ପରି ବ୍ୟବହାର କରି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ

NCERT report for examination
ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ କରୁଛି ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ରେଜଲ୍ଟ କ’ଣ ହେବ ସେଇ ଉତ୍କଣ୍ଠାରେ ମାନସିକ ଭାରସାମ୍ୟ ହରାଉଛନ୍ତି ଅନେକ ଛାତ୍ରଛାତ୍ରୀ। ପିଲାଙ୍କଠାରୁ ବାପା-ମାଆଙ୍କର ମାତ୍ରାଧିକ ଆଶା ସେମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି । ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଓ ଟ୍ରେନିଂ ବା ଏନ୍‌ସିଆର୍‌ଟି କରିଥିବା ସର୍ଭେରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

NCERT report for examination
ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍‌ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି।

JEE Advanced Result
ପ୍ରକାଶ ପାଇଲା JEE ଆଡଭାନ୍ସଡ ୨୦୨୨ର ରେଜଲ୍ଟ; ଜାଣନ୍ତୁ କିଏ ଟପ୍ପର?

ପରୀକ୍ଷାର୍ଥୀ ରେଜଲ୍ଟ ଜାଣିବା ପାଇଁ jeeadv.ac.in ୱେବସାଇଟ୍‌କୁ ଯାଆନ୍ତୁ ।

Special story
ସକାଳ ହେଲେ ବୁଲି ବୁଲି ଖବରକାଗଜ ବାଣ୍ଟନ୍ତି ବାପା : ଏବେ ଡାକ୍ତର ହେବ ପୁଅ

ପୁଅ ହେବ ତ ଏମିତି । ଗରିବ ବାପାଙ୍କ ଦୁଃଖ ବୁଝି କଠିନ ପରିଶ୍ରମ କରିଥିଲେ, ଆଜି ସେ ସଫଳତା ହୋଇଛନ୍ତି ।

teacher
ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅଣତାଲିମପ୍ରାପ୍ତ ଶିକ୍ଷକ : ତାଲିକା ମାଗିଲା କେନ୍ଦ୍ର ଶିକ୍ଷା ବିଭାଗ

ଗଣଶିକ୍ଷା ବିଭାଗକୁ ଘାରିଲା ଅଣ ତାଲିମପ୍ରାପ୍ତ ଶିକ୍ଷକଙ୍କ

Special story
ବିନା କୋଚିଂରେ ସଫଳତା : NEET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚା’ ଦୋକାନୀଙ୍କ ପୁଅ

ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି ।

Special story
ନିଇତି ଡେରିରେ ଆସୁଛନ୍ତି ଦିଦି ଆଉ ସାର୍‌...ଆଜି ହାବୁଡି ଗଲା କ୍ୟାମେରା...

ନିଇତି ଏମିତି ମନଇଚ୍ଛା ସ୍କୁଲ ଆସୁଛନ୍ତି ଦିଦି ଆଉ ସାର୍‌। କେତେବେଳେ ୧୦ଟା ୧୦ ତ ଆଉ କେତେବେଳେ ୧୦.୩୦। ବେଳେବେଳେ ମୂଳରୁ ଆସୁନାହାନ୍ତି। ପାଠ ପଢିବା ପାଇଁ ଏଇ ଗଛ ମୂଳେ ଅପେକ୍ଷା କରି କରି ଘରକୁ ଫେରୁଛନ୍ତି ପିଲା। ହେଲେ ଆଜି କ୍ୟାମେରା ସାମ୍ନାରେ ଧରାପଡ଼ିବା ପରେ...

School
୧୦ଟା ପରେ ବି ଖୋଲୁନି ସ୍କୁଲ୍‌, ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ସରକାରୀ ନିୟମକୁ ଫୁ’ । ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ନାହିଁ । ପାଠ ପାଇଁ ଗଛ ମୂଳେ ଅପେକ୍ଷା କରୁଛନ୍ତି ପିଲା ।

  • Saturday, 10 September 2022
Special story
ବନ୍ଧା ପଡିଛି ଅଙ୍ଗନୱାଡି କେନ୍ଦ୍ର : ୬ ବର୍ଷ ଧରି ଚାଳଘରେ ଗଢ଼ା ହେଉଛି କୋମଳମତିଙ୍କ ଭବିଷ୍ୟତ

୪ ଲକ୍ଷ ଟଙ୍କାରେ ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଅଙ୍ଗନୱାଡି

PM-SHRI Scheme
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ! ୧୪ ହଜାର ସ୍କୁଲର ହେବ ନବକଳେବର, ଫାଇଦା ପାଇବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ପିଏମ୍-ଶ୍ରୀ ସ୍କୁଲ ଯୋଜନାରେ ଉପକୃତ ହେବେ ୧୮ ଲକ୍ଷ ଛାତ୍ରଛାତ୍ରୀ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

  • Wednesday, 07 September 2022
  • PM-Sri