Naveen Patnaik
ନବୀନ ନିବାସରେ ନିଷ୍ପତ୍ତି, ଇନ୍ଷ୍ଟାଗ୍ରାମରେ ଘୋଷଣା । ହେଲେ ଗ୍ରାଉଣ୍ଡରେ ବିଗ୍ ଜିରୋ । ରାଜ୍ୟରେ ଦୁଇ ଦୁଇଟି ମହାବିଦ୍ୟାଳୟକୁ ନିକଟରେ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟପୁରର ବିକ୍ରମଦେବ ଓ ପରେ କେନ୍ଦୁଝର ଧରଣୀଧର କଲେଜ । ସମାନ ଷ୍ଟାଇଲରେ ଏ ଦୁଇ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି, ସ୍ନାତକ ପାଇଁ ବି ସର୍ବନିମ୍ନ ଭିତ୍ତିଭୂମି ଅଭାବରେ ଜର୍ଜରିତ ଏ ଦୁଇ ମହାବିଦ୍ୟାଳୟ ଆଗକୁ ବିଶ୍ୱବିଦ୍ୟାଳୟ ହେବ କେମିତି ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)