• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: College

Medical
ସରୁନି ମେଡିକାଲ କଲେଜ୍‌ କାମ; ହନ୍ତସନ୍ତ ହେଉଛନ୍ତି ରୋଗୀ

ଖର୍ଚ୍ଚ ହେଲା କୋଟିକୋଟି ଟଙ୍କା । ହେଲେ ସରିଲାନି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିର୍ମାଣ କାମ । ନା ଉପକୃତ ହେଲେ ରୋଗୀ । ନା ମିଳିଲା ସ୍ୱାସ୍ଥ୍ୟ ସୁବିଧା । ବର୍ଷ ପରେ ବର୍ଷ ବିତିଗଲା ସତ ହେଲେ ସ୍ଥିତିରେ ଆସିଲାନି କୌଣସି ସୁଧାର ।

College Building
+3 ପଢ଼ୁଥିଲେ ଛାତ୍ରୀ; ପରୀକ୍ଷା ଡରରେ ୬ ମହଲା ଛାତରୁ ଡେଇଁ କଲେ ଆତ୍ମହତ୍ୟା

ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।

Canada Student
ବାଧୁଥିଲା ଘରଭଡ଼ା, ଫ୍ଲାଇଟ୍‌ରେ କଲେଜ ଯାଉଥିଲେ ଛାତ୍ର; ଦେଉଥିଲେ ଏତିକି ଟଙ୍କା

ଛାତ୍ର ଜଣକ ଏଥିପାଇଁ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଏକ ଆପାର୍ଟମେଣ୍ଟ ଘରଭଡ଼ା ନେବାକୁ ହେଲେ ତାଙ୍କୁ ପ୍ରାୟ ୨୧ଶହ ଡଲାର ଖର୍ଚ୍ଚ କରିବାକୁ ହେବ ।

Nua-O
ସରକାର ଆଣିଲେ ‘ନୂଆ-ଓ’ ଛାତ୍ରବୃତ୍ତି; ଏଣିକି କଲେଜ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାଯିବ ଟଙ୍କା

ଯେଉଁ ପିଲାମାନଙ୍କ ଅଭିଭାବକ ସରକାରୀ ଚାକିରି କରିଛନ୍ତି କିମ୍ବା ସରକାରଙ୍କୁ ଟିକସ ଦେଉଛନ୍ତି, ସେହି ପିଲାମାନେ ଏହି ସୁବିଧାରୁ ବଞ୍ଚିତ ହେବେ । କେବଳ ଏହି ସୁବିଧା ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ।

Selfie Point In College and University
ସବୁ ବିଶ୍ୱବିଦ୍ୟାଳୟରେ ହେବ ସେଲ୍ଫି ପଏଣ୍ଟ, ଲାଗିବ ମୋଦିଙ୍କ ଫଟୋ

ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 

student agitation in BJP college
ବିଜେବି କଲେଜରେ ଛାତ୍ର ଅଶାନ୍ତି, ଟାୟାର ଜାଳି କଲେ ପ୍ରତିବାଦ

ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।

Fake
ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।

Fake
ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।

Education
ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।

Library Science
ଏ କି ଅବସ୍ଥା ! ନାଁକୁ ଲାଇବ୍ରେରି ସାଇନ୍‌ସ କଲେଜ, କିନ୍ତୁ ଲାଇବ୍ରେରି ନାହିଁ

ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।

Naveen Patnaik
କଲେଜ ପାଇଁ ସର୍ବନିମ୍ନ ସୁବିଧା ନାହିଁ, ହେଲେ ଘୋଷଣା ହେଲା ବିଶ୍ୱବିଦ୍ୟାଳୟ !

ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।

Education System
ଏମିତି ଗାଁ ଯେଉଁଠି ପିଲାମାନେ କଲେଜ ପିଣ୍ଡା ମାଡ଼ି ନାହାନ୍ତି, ହାଇସ୍କୁଲ ଦେଖିବା ବି ୟାଙ୍କ ସ୍ୱପ୍ନ

ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି

College Students
ସ୍କୁଲ ପରେ କଲେଜଜରେ ବି କମିଲା ଖରା ଛୁଟି

ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।

ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…