• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

dilapidated building
ଏମାନେ ସରକାରଙ୍କ ସାବତ ପୁଅ ! ଭଙ୍ଗା ଘରେ ଚାଲିଛି ପାଠପଢା

ଯେଉଁଠି ବାଲି, ଚିପ୍ସ...ସେଇଠି ପାଠପଢା । ଝରକା ନାହିଁ କବାଟ ନାହିଁ...ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା । ମହୁଲ, କେନ୍ଦୁ ପାଚିବାରୁ ଭାଲୁ ଭୟ ବି ରହିଛି । କିନ୍ତୁ ପ୍ରଶାସନ ଚେଇଁ ଶୋଇଛି

NCERT
ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ..

ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି NCERT ।

  • Saturday, 08 April 2023
  • NCERT
Visually impaired children
ଏ କି ବ୍ୟବସ୍ଥା ? ଦୃଷ୍ଟିହୀନ ପିଲାଙ୍କୁ ମିଳୁନି ସରକାରୀ ସୁବିଧା

ଆଜବେଷ୍ଟସ ଛପର ଘରେ ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ଚାଲିଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଦୃଷ୍ଟିବାଧିତ ପିଲା ସେଠାରେ ପାଠ ବି ପଡୁଛନ୍ତି । ହେଲେ ଶ୍ରେଣୀ ଗୃହର ଅନେକ କାନ୍ଥ ଦୁର୍ବଳ ଅବସ୍ଥାରେ ରହିଛି । ବର୍ଷା ହେଲା ମାତ୍ରେ ଆଜବେଷ୍ଟସରୁ ପାଣି ବି ଗଳୁଛି । ତେଣୁ ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ପିଲା ।

  • Saturday, 08 April 2023
Dilapidated condition of school building
ଇଏ ସ୍କୁଲ ନୁହେଁ ଯମଦ୍ୱାରକୁ ରାସ୍ତା...

ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଅତି ବିପଦସଂକୁଳ ଶ୍ରେଣୀ ଗୃହରେ ଚାଲିଛି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା । ସ୍କୁଲ କୋଠରୀ ଦେଖିଲେ ଜଣାପଡୁଛି କେତେ ବିପଦପୂର୍ଣ୍ଣ ଭାବରେ ଚାଲିଛି ଶ୍ରେଣୀ ଗୃହ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠପଢା ।

  • Thursday, 06 April 2023
Odisha Matric Exam
ମାଟ୍ରିକ୍‌ରେ ଗଣିତକୁ ଡରୁଛନ୍ତି କି ପିଲା? ଆସିନାହାନ୍ତି ୧୬ ହଜାର ୬୭୯ ଛାତ୍ରଛାତ୍ରୀ

ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି ।

Matric Exam
ଗଣିତକୁ ବେଶୀ ଡରୁଛନ୍ତି କି ଛାତ୍ରଛାତ୍ରୀ ?

ମାନିଲେ ମନ୍ତ୍ରୀ, କହିଲେ ରୋକିବାକୁ ନେଉଛୁ ପଦକ୍ଷେପ ।

Plus II Evaluation
ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା

ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ, ୨୩ରୁ ମେ' ୭ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ ।

  • Wednesday, 05 April 2023
  • CHSE
Evaluation Of Odisha Matric Exam Answer Papers Begins From Today
ଆଜିଠୁ ମାଟ୍ରିକ ଖାତାଦେଖା, ୧୩ ହଜାର ଶିକ୍ଷକ ଖାତା ଦେଖିବେ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

BSE
ଆସନ୍ତାକାଲିଠାରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ ।

School
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲକୁ ଉଡ଼େଇ ନେଲା

ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି

morning school starts from 11th april
ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

New Academic Session
ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ

ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।

Protest
ସ୍କୁଲ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ, ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କଲେ !

ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।

Sans basic facilities, students of model school in Odisha’s Khariar face hardship
ଦୁଇଟା କ୍ଲାସକୁ ଗୋଟାଏ ମାଷ୍ଟ୍ର

ପିଲାଙ୍କ ପାଇଁ ଏ ସ୍କୁଲ । ଏଠି ଦୁଇ ଦୁଇଟି କ୍ଲାସ । ପ୍ରବଳ ପିଲା ହେଲେ ଗୋଟିଏ ସାର୍ । ପାଠ ଏଠି କେମିତି କଣ ପଢା ହେଉଥିବ ତାହା ଦେଖିଲେ ଜାଣି ପାରିବେ ?

  • Thursday, 30 March 2023
Plus 2 Exam
+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି । ହଜିଗଲା ପିଲାଙ୍କ ପରୀକ୍ଷା ଖାତା । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ଖାମଖିଆଲ ମନୋଭାବ ଯୋଗୁଁ ୧୨ଜଣ ଛାତ୍ରୀଙ୍କ ସାହିତ୍ୟ ଖାତା ଗାଏବ । ଭାଲୁଏସନ୍ ସେଣ୍ଟରରୁ ସଂପୃକ୍ତ କଲେଜକୁ ଏନେଇ ଚିଠି ଲେଖା ଯାଇଥିବା ବେଳେ ଅନିଶ୍ଚିତତା ଭିତରେ ଅଛନ୍ତି ପରୀକ୍ଷାର୍ଥୀ ଓ ଅଭିଭାବକ । ଉତ୍ତର ଖାତା ହଜିବାକୁ ନେଇ ତମ୍ବିତୋଫାନ ଭିତରେ ଖାତାଗୁଡିକ ଅନ୍ୟ ଏକ କଲେଜକୁ ଭୁଲବଶତଃ ଯାଇଥିବା କାଉନସିଲ୍ ସ୍ପଷ୍ଟୀକରଣ ରଖିଛି ।

Plus 2 Exam
+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ ।

Registration on android mobile app in kvs
ଘରେ ବସି KVSରେ ଆପଣଙ୍କ ପିଲାର କରନ୍ତୁ ଆଡମିଶନ ପାଇଁ ପଞ୍ଜୀକରଣ

KVSରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି କେହି KVSରେ ସେମାନଙ୍କ ପିଲାର ଆଡମିଶନ ପାଇବାକୁ ଚାହାଁନ୍ତି, ତେବେ ସେମାନେ ଏହାର ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଜାଣନ୍ତୁ ଆବେଦନ କରିବାର ଷ୍ଟେପ୍।

Education Loan
ଆପଣ କରିଛନ୍ତି କି ଷ୍ଟଡି ଲୋନ୍‌ ? ଜାଣିନିଅନ୍ତୁ...

ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍‌ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।

Education System
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ! MS ଲ' ୟୁନିଭର୍ସିଟିରେ ୫୦ଟି ଯାକ ଅଧ୍ୟାପକ ପଦବି ଖାଲି

ଆରଟିଆଇ ଓ ବିଧାନସଭା ତଥ୍ୟରୁ ମିଳିଛି ଏଭଳି ସାଂଘାତିକ ତଥ୍ୟ ।

  • Tuesday, 21 March 2023
You can do polytechnic course after 10th
Career Tips: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

ଆଜିକାଲି ପିଲାମାନେ ନିଜ ନିଜ କ୍ୟାରିୟର୍‌କୁ ନେଇ ଖୁବ୍ ଚିନ୍ତିତ। ଦଶମ ପାଶ୍ ପରେ ପ୍ରାୟ ପିଲା ଏହି ଚିନ୍ତାରେ ପଡିଯାଆନ୍ତି। ନିଜ ନିଜ କ୍ୟାରିୟରକୁ ନେଇ ଚିନ୍ତା କରନ୍ତି। ଆପଣ ଯଦି ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ…

Matric exam
ଏଥର ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ସୀମା ଟପିଲା ! ପ୍ରଶ୍ନପତ୍ର ଲିକ୍‌ ନେଇ କମ୍ପିଲା ଗୃହ...

ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।

Matric exam answer paper evaluation
ଶେଷ ହେଲା ମାଟ୍ରିକ୍‌ ପରୀକ୍ଷା : ଆସନ୍ତା ୩ରୁ ଖାତାଦେଖା ଆରମ୍ଭ

ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ: ବୋର୍ଡ ସଭାପତି

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

Class X students go through a lot to appear for matric examination
ମାଟ୍ରିକ ପରୀକ୍ଷା ଦେବାକୁ ୪୫ କି.ମି. ଯା’ଆସ କରୁଛନ୍ତି ଛାତ୍ରଛାତ୍ରୀ, ତା’ବି ପୁଣି ୧୫୦ ଟଙ୍କା ଅଟୋ ଭଡ଼ା...

ମାଟ୍ରିକ ପରୀକ୍ଷା ଦେବେ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ନାକେଦମ ହେବାକୁ ପଡୁଛି । କିଏ ୪୫ କିଲୋମିଟର ଦୂରକୁ ପ୍ରତିଦିନ ଯା’ଆସ  କରୁଛନ୍ତି ତ ଆଉ କିଏ ଘରଭଡ଼ା ନେଇ ରହିବା ସହ ପରୀକ୍ଷା ଦେଉଛନ୍ତି।