ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି ।
ଗେଷ୍ଟ ଫାକଲ୍ଟି ଓ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପୁନଃ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଅଧ୍ୟାପକ ସଂଘ । ଏହାଦ୍ୱାରା ପାଠପଢା ନିୟମିତ ଓ ଠିକରେ ହୋଇପାରିବ କି ବୋଲି ସଂଘ ପ୍ରଶ୍ନ କରିଛି ।
IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଢେଙ୍କାନାଳ ରହିଛି । IIMCରେ ଏଣିକି ଡିଗ୍ରୀ ଓ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ ହେବ ।
ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି ।
ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।
ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ।
ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…