ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।
ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି।
ନାକ୍ ଟିମ୍ ଆସିବେ ବୋଲି ସଜେଇ ହେଉଛି ପାରଳାଖେମୁଣ୍ଡିର ଶତାୟୁ କଲେଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ । କଲେଜରେ କିନ୍ତୁ ନାହିଁ ନଥିବା ସମସ୍ୟା । ଆବଶକୀୟ ଅଧ୍ୟାପକ କି ନାହିଁ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି.
ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠ ପଢା । ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...
ସ୍ପଟ୍ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି କଲେଜ ଓ ୟୁନିଭର୍ସିଟିର ପିଜି ସିଟ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।
ଇଏ କେମିତିକା କଲେଜ୍? ଯେଉଁଠି ଛାତ୍ରୀଙ୍କ ପାଇଁ ନାହିଁ ଭଲ ଶୌଚାଳୟ...ସାଇକେଲ ଷ୍ଟାଣ୍ଡ ନାହିଁ କି ଭଲ ରୁମ୍ ନାହିଁ। ଅଟୋନମସ୍ ମାନ୍ୟତା ବି ହରାଇଲାଣି ଏଇ କଲେଜ୍। ସବୁ ଜାଣି ପ୍ରଶାସନ ସାଜିଛି ନିଦାବିଷ୍ଣୁ
UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।
ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।
ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି ।
ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .
କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି
ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ଆଶାୟୀଙ୍କ ଧାରଣା
ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।
ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।
2020-2021 ବର୍ଷରେ ପ୍ରକାଶିତ ହୋଇଥିବା ଉତ୍ଥାନ ଏବଂ ଉଜ୍ଜଳା ପୁସ୍ତକକୁ ଶାଗ ମାଛ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ଏହାର ବିକ୍ରି ହୋଇଛି ।
ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।
ସରକାରୀ ଶିକ୍ଷକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ଶିକ୍ଷାର ଉନ୍ନତି ପାଇଁ ଯୋଗୀ ସରକାର କଠୋର ନିର୍ଦ୍ଦେଶ ଦେଇଛନ୍ତି ।
ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ।
ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।
ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।
ନା ମୁଣ୍ଡ ଏପଟସେପଟ କରିହେବ ନା ସାଙ୍ଗ ମାନଙ୍କ ଖାତାକୁ ଚାହିଁହେବ । କପି ରୋକିବା ପାଇଁ ଏ କି ପ୍ରକାର କୌଶଳ ।