ଚାକିରି ଯିବାର ୨୪ ବର୍ଷ ହେଲାଣି। ଏବେବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚୁଛନ୍ତି ବନସାର୍। ମାଗଣାରେ ସବୁ ପିଲାଙ୍କୁ ପଢାଉଛନ୍ତି ପାଠ। କହୁଛନ୍ତି, ପିଲାମାନେ ହିଁ ମୋ ପରିବାର
Published: Rajalaxmi Sahoo
Last updated: 08 February 2023, 02:23 PM IST
ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।