ଟ୍ରେନ୍ରେ ଆମକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବାର ଦାୟିତ୍ୱ ଲୋକୋ ପାଇଲଟଙ୍କର ଥାଏ। ଲୋକୋ ପାଇଲଟଙ୍କ ଦାୟିତ୍ୱ ଏକ ବିମାନ ପାଇଲଟଙ୍କ ଭୂମିକା ସହିତ ସମାନ। ତେବେ ଆପଣ ଯଦି ଲୋକୋ ପାଇଲଟ୍ ହେବାକୁ ଚାହାନ୍ତି ତେବେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।
ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କ୍ରେଡିଟ୍ ସ୍କୋର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। UGCର ଏହି ନୂଆ ପଦକ୍ଷେପ ଦେଶର ସାକ୍ଷରତା ମିଶନକୁ ବୃଦ୍ଧି କରିବ।
ଆଜିକାଲି ଯୁଗରେ ମାନବ ଜୀବନ ଯେତିକି ସହଜ ଏବଂ ସରଳ ହୋଇପାରିଛି ତାହା କେବଳ ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରର ଅବଦାନ ଯୋଗୁଁ। ଏନେଇ ଏହା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସର୍ବୋତ୍ତମ କ୍ୟାରିୟର ହୋଇଯାଇଛି। ଏବେ କମ୍ପ୍ୟୁଟର ସାଇନ୍ସ ବିନା ମଧ୍ୟ ଆଇଟି କ୍ଷେତ୍ରରେ ଚାକିରି କରିବାର ସୁଯୋଗ ସୃଷ୍ଟି ହୋଇଛି। ଜାଣନ୍ତୁ କିପରି…
ଆପଣ ଦ୍ୱାଦଶ ପରେ କ’ଣ କରିବେ କ’ଣ ନ କରିବେ ଏହାକୁ ନେଇ ଚିନ୍ତା କରୁଛନ୍ତି କି। ତେବେ ଚିନ୍ତାରୁ ମୁକ୍ତ ହୁଅନ୍ତୁ। ବିଜ୍ଞାନ ରଖି ଆପଣ ଯଦି ଦ୍ୱାଦଶ ପାଶ୍ କରିଛନ୍ତି ତେବେ କ’ଣ କରିବେ ଏଠି ଦେଖନ୍ତୁ।