ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ
ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।
ଯାହା କେବେ ହୋଇ ନଥିଲା ତାହା ହେଲା । ବାଣୀବିହାରରେ ସେମିନାର ଚାଲିଥିବା ବେଳେ ଗଣ୍ଡଗୋଳ, ହୋହଲ୍ଲା, ଆକ୍ରମଣ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଗତକାଲିର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସିଟିଜେନ୍ ଫୋରମ୍ ବ୍ୟାନରରେ- ସମ୍ବିଧାନ ଓ ଶିକ୍ଷା ନାଁରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ଜେଏନୟୁର ପ୍ରଫେସର ସୁରଜିତ ମଜୁମଦାର
ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।
ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।
ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ ।
ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।
ଚାକିରି ଯିବାର ୨୪ ବର୍ଷ ହେଲାଣି। ଏବେବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚୁଛନ୍ତି ବନସାର୍। ମାଗଣାରେ ସବୁ ପିଲାଙ୍କୁ ପଢାଉଛନ୍ତି ପାଠ। କହୁଛନ୍ତି, ପିଲାମାନେ ହିଁ ମୋ ପରିବାର
ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।
ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ କିପରି କରିବେ ଡେଭେଲପ୍।
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କ୍ରେଡିଟ୍ ସ୍କୋର ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। UGCର ଏହି ନୂଆ ପଦକ୍ଷେପ ଦେଶର ସାକ୍ଷରତା ମିଶନକୁ ବୃଦ୍ଧି କରିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭୪୦ ଏକଲବ୍ୟ ମଡେଲ ସ୍କୁଲ ଓ ୩୮, ୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା ନେଇ କହିଛନ୍ତି ।
ବୁଲା କୁକୁରଙ୍କ ବି ଉତ୍ପାତ ଅଧିକ
ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି।
ଓଡ଼ିଆରେ ପ୍ରସ୍ତୁତ ହେଉଛି +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବହି ।
ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି?
ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି।
ଘରୁ ଖଣ୍ଡ ଖଣ୍ଡେ ଜରି ଅଖା ନେଇ ଆସିଛନ୍ତି.. ତା’ରି ଉପରେ ବସି ବହି ଖାତା ଖୋଲି ପାଠ ପଢୁଛନ୍ତି କୁନି କୁନି ପିଲା.. ଏମିତି ଚାଲିଛି ସରକାରଙ୍କ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା..
ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି?
କେରଳ ଷ୍ଟେଟ୍ କମିଶନ୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।