ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ ।
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l
ଆଇଆଇଟିରେ ଆଡମିଶନ ପାଇଁ JEE ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ୫ଟି ଆଇଆଇଟିରେ ଛାତ୍ରଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ, ଏହି ସୁବିଧା କେବଳ ସେହି ୫ ଆଇଆଇଟି ପାଇଁ ମିଳିବ, ଯାହା ୨୦୧୪ ପରେ ପ୍ରତିଷ୍ଠା ହୋଇଛି।
ପ୍ରତିବର୍ଷ ବଜେଟ୍ ଦିନରେ ନିର୍ମଳା ସୀତାରମଣଙ୍କ ଶାଢି ଲୁକ୍ ଚର୍ଚ୍ଚାରେ ରହିଥାଏ। ଏହି ବର୍ଷ ମଧ୍ୟ ଲୋକମାନେ ତାଙ୍କ ବଜେଟ୍ ଭାଷଣ ସହିତ ତାଙ୍କ ଶାଢି ଲୁକ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ୨୦୧୯ ରୁ ୨୦୨୫ ପର୍ଯ୍ୟନ୍ତ ତାଙ୍କର ବଜେଟ୍ ଶାଢି ଲୁକ୍ ଉପରେ ନଜର ପକାଇବା।
ବଜେଟ୍ରେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ।
ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି। ଖୋଲିଛି ନିର୍ମଳାଙ୍କ ବଜେଟ୍ ପେଢ଼ି। ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି।
ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ।
ଏଥର ମନେ ହେଉଛି ଯେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଅନେକ ଘୋଷଣା କରିପାରନ୍ତି। ଏଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଉପହାର ଟିକସ ଛାଡ଼ ଆକାରରେ ମିଳିବାର ସମ୍ଭାବନା ଅଛି।ତେବେ ଏଥର ବଜେଟ୍ରେ ଥିବା ୭ଟି ସମ୍ଭାବନା ବିଷୟରେ ଜାଣନ୍ତୁ...
ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍ । ପ୍ରଧାନମନ୍ତ୍ରୀ
କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ବସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା।
ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ ?
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ପହିଲାରେ କ୍ରମାଗତ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ।
ସୀମା ଶୁଳ୍କ ହ୍ରାସ ପରେ ଶସ୍ତା ସୁନା, ରୁପା, ପ୍ଲାଟିନମ୍, ମୋବାଇଲ ଫୋନ୍ ।
ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି ସରକାର।
ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ପିଏମଙ୍କ ୨ ଲକ୍ଷ କୋଟିର ପ୍ୟାକେଜ୍ । ବିହାର-ଆନ୍ଧ୍ର ଉପରେ ଯୋଜନା ବର୍ଷାକୁ ନେଇ ତେଜିଲା ରାଜନୀତି ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ । ସେପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।
ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବ ।
ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।