୧୩ ଜଣିଆ ଦଲାଲ୍ ରାକେଟକୁ ଗିରଫ କଲା ପୋଲିସ , ନାଁ ରେଜିଷ୍ଟ୍ରେସନ ପାଇଁ ନେଉଥିଲେ ୩ରୁ ୫ହଜାର ଟଙ୍କା
ଦାନ୍ତ ଡାକ୍ତରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଯୁବତୀ , ନ୍ୟାୟ ନମିଳିରେ ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା
ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଅଭିଯୋଗକାରୀ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ।
ରାଜଧାନୀର ରାଜରାସ୍ତା ଉପରେ ଜଣେ ଫଟୋ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ଘଟଣାର ଦିନକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍।
ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।
କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।
ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ ।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।
ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍ କରି ବିଷ ପିଇଦେଲେ ।
ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ
ପୁଣି ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର । ନିଶା ଛଡ଼ାଇବା ପାଇଁ ସେଠାକୁ ଯାଉଥିବା ବ୍ୟକ୍ତିମାନଙ୍କ ସହ କିଭଳି ବ୍ୟବହାର ହେଉଛି, ସେଠାରେ କୌଣସି ନିର୍ଯାତନା ଦିଆଯାଉଛି କି, ତାକୁ ନେଇ ଉଠିଛି ପ୍ରଶ୍ନ ।
ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ ।
ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।
ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।
ଗହଣା ଫେରାଇବା ପଛର କାରଣ ଜଣାପଡ଼ି ନାହିଁ । ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଦିନ ପୂର୍ବେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।
କଲେଜରୁ ବସ୍ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ।
ତୁଳସୀ ଗେଷ୍ଟ ହାଉସରେ ଦେହ ବେପାର, ନିଜେ ରେଡ କରି ଧରିଲେ ଏସ୍ପି
କିଛିଦିନ ତଳେ ସ୍ଥିର ହୋଇଥିଲା ସାନ ଭଉଣୀର ବାହାଘର । ହତ୍ୟା ମାମଲା ରୁଜୁ କରି କାରଣ ଖୋଜୁଛି ପୋଲିସ ।
ବୀଭତ୍ସ, ଭୟଙ୍କର, ବର୍ବର..ନା ଦେଖି ହେଉଛି, ନା ଦେଖେଇ ହେଉଛି..ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ..ଜଣେ ବାପା, ଆଉ ଜଣେ ମା ଏବଂ ଭାଇ ଓ ଭଉଣୀର ମୃତଦେହ..ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ହୃଦୟ ବିଦାରକ
ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।