• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

manish sisodia
ବଢ଼ିଲା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଡ଼ୁଆ, ସିବିଆଇ କହିଲା ସେ ୧ ନମ୍ବର ଅଭିଯୁକ୍ତ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଆଜି ସକାଳେ CBI ରେଡ୍ କରିଥିଲା । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିଲା ।

Fake Police Station
ବିହାରରେ ଦୁର୍ବୃତ୍ତଙ୍କ ଭୟଙ୍କର କାରନାମା, ପ୍ରଶାସନର ନାକ ତଳେ ଚାଲିଥିଲା ନକଲି ଥାନା

ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।

Special story
ମା’ଝିଅଙ୍କ ସହ ଡ୍ରାଇଭରର ବଚସା ଭିଡିଓ ଭାଇରାଲ, ଅଭିଯୁକ୍ତର ରାଗ ପାଇଁ ବଳି ପଡ଼ିଲା ଦୁଇ ନିରୀହ ଜୀବନ

ହତ୍ୟା ପୂର୍ବରୁ ସାଇଡ୍ ମରାକୁ ନେଇ ଡ୍ରାଇଭରଙ୍କ ସହ ହୋଇଥିଲା ବଚସା

Maoist
ନୂଆପଡ଼ାରେ ମାଓ ତାଣ୍ଡବ; ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।

Nitish Kumar + Kartikeya
ବଢ଼ୁଛି ନୀତୀଶଙ୍କ ଅଡ଼ୁଆ ! ଶପଥ ନେବାର ୨୪ ଘଣ୍ଟା ପରେ ଆଇନମନ୍ତ୍ରୀଙ୍କୁ ସରେଣ୍ଡର ପାଇଁ କୋର୍ଟ ନୋଟିସ୍‌

ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।

Special story
‘ବହୁତ ତ୍ରିରଙ୍ଗା ବାଣ୍ଟୁଛ, ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ’ : ଅଙ୍ଗନୱାଡ଼ି କର୍ମୀଙ୍କୁ ଧମକପୂର୍ଣ୍ଣ ଚିଠି

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ହତ୍ୟା ଧମକ ।

Son murdered in front of mother in Bolangir
ମା’ ସାମ୍ନାରେ ପୁଅକୁ ହାଣି ବୁହାଇଲେ ରକ୍ତ ନଦୀ

ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

  • Tuesday, 16 August 2022
  • Murder
Jharsuguda salesman murder case
ଜୀବନ ନେଇଗଲା ୬୦ ଲକ୍ଷର ଗହଣା ଚୋରି

ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍‌ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍।

Man Slits Wife's Throat At Karnataka Court
କୋର୍ଟରେ ଏକାଠି ହେବାର ଥିଲା, ହେଲେ ସ୍ତ୍ରୀକୁ ମାରି ଆରପାରିକୁ ପଠାଇ ଦେଲା

ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

Land Fraud
ବାପ୍‌ରେ ବାପ୍‌ ଏମତି ଜାଲିଆତି ! ଗୋଟିଏ ମ୍ୟୁଟେସନ୍‌ରେ ଦୁଇ ଜଣଙ୍କୁ ଜମି ବିକ୍ରି..

ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।

Murder convict
୧୮ ବର୍ଷ ଘରେ ରହିବା ପରେ ପୁଣି ଆଜୀବନ ଜେଲ୍‌ରେ ବିତାଇବ ହତ୍ୟାକାରୀ

ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ।

Special story
ଟାଟା ପାୱାର କଲ୍ ସେଣ୍ଟର ନାଁରେ ସାଇବର ଠକେଇ : ମେସେଜ୍ ଲିଙ୍କ୍ ଉପରେ କ୍ଳିକ୍ ପରେ କଟିଗଲା ୧ ଲକ୍ଷ ଟଙ୍କା

ସାବଧାନ ,କେତେବେଳେ ବି ଆପଣ ହୋଇପାରନ୍ତି ସାଇବର ଠକେଇର ଶିକାର । ଅଜଣା ନମ୍ବରରୁ ମୋବାଇଲକୁ କୌଣସି ମେସେଜ୍ କିମ୍ବା ଲିଙ୍କ୍ ଆସିଲେ, ତାହାକୁ ଆଦୌ କ୍ଲିକ୍ କରୁନ୍ତୁ ନାହିଁ ।

Mobile thief dupes businessman
ଜିନିଷ କିଣିଲା ଚୋର, ଫସିଲେ ବ୍ୟବସାୟୀ

ଚୋରା ମୋବାଇଲ୍‌ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି।

  • Saturday, 13 August 2022
  • Thief
Special story
ପିଲାର କାନ୍ଦ ପାଇଁ ଶୋଇପାରୁ ନଥିଲା ବାପା, ରାଗରେ ପିଟି ପିଟି ଜୀବନ ନେଇଗଲା

ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।

  • Saturday, 13 August 2022
  • Murder
Cyber Fraud
ସୋସିଆଲ୍ ମିଡ଼ିଆରେ ଜାଲ ବିଛାଇଛନ୍ତି ମାୟାବିନୀ, ଲୋଭ ଦେଖାଇ ଲଗାଇଦେବେ ଚୁନା

ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା।

Special story
ଝିଅ ଘର ଲୋକ ନିର୍ବନ୍ଧ ଭାଙ୍ଗିଲେ, ରାଗରେ ବୃଦ୍ଧଙ୍କ ନାକ କାଟିଦେଲେ ବର ପକ୍ଷ

ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

  • Thursday, 11 August 2022
  • Crime
Special story
ବ୍ୟବସାୟୀଙ୍କ ଠିକଣାରେ ଆଇଟି ରେଡ୍‌ : ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ

ଆଇଟି ରେଡ୍‌ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।

De-Addiction Centre
ମଣିଷ ନା ରାକ୍ଷସ, ଦିବ୍ୟାଙ୍ଗଙ୍କୁ ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ ।

Charchit Mishra
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।

Gold Biscuit
ଗଞ୍ଜେଇ ରେଡ୍ ବେଳେ, ବାହାରିଲା ୨୩ ସୁନା ବିସ୍କୁଟ୍‌ ! ୧ କୋଟି ୨୨ ଲକ୍ଷ ନଗଦ ବି ଜବତ

ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍‌ଟି ବିଭାଗର ଖୋଳତାଡ଼ ।

Paradip
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ୭ ଅଭିଯୁକ୍ତ କୋର୍ଟରେ ହାଜର

ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।

Assault On Divyang
ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ମାଡ଼; ମାଲିକଙ୍କୁ ଉଠାଇନେଲା ପୁଲିସ୍‌

ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।

Gold Biscuits
ବ୍ରହ୍ମପୁରରେ ବେଆଇନ ସୁନା କାରବାରର ପର୍ଦ୍ଦାଫାସ; ୨ କେଜି ସୁନା ସହ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍‌କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍‌ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।

Special story
ପ୍ରଥମେ ଦେବୀ ମାଆଙ୍କୁ ଜୁହାର ହେଲା, ତା’ପରେ ଦାନବାକ୍ସ ଧରି ଚୋର ଛୁ

ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।