ମୋ ବସ୍ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର ।
କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।
ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ
ପାଠ ପାଇଁ ଭାଇର ଜୀବନ ନେଇଗଲା ଭାଇ ।
ବସ୍ତିରେ ପଶି କବାଟ ବାଡ଼େଇଲା ପୋଲିସ । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ ।
ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍
ଭିଡିଓ ଲିକ୍ ଘଟଣାରେ ସଂପୃକ୍ତିକୁ ନେଇ ଗିରଫଦାରୀ ବଢ଼ୁଛି ।
ଡାକ୍ତର ବାବୁଙ୍କ ଅମାନବିକତା ପାଇଁ ଏବେ ବନ୍ଧା ହୋଇଛନ୍ତି ।
ସଇତାନ ପୁଅର ଉନ୍ମତ୍ତ କାଣ୍ଡ । ପେଟ୍ରୋଲ ଢାଳି ଘରେ ଲଗାଇଦେଲା ନିଆଁ ।
EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।
ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି ।
ପ୍ରେମିକର ଜାତି ଅଲଗା ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ।
ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଛି ।
ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ ।
ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି।
କଟକ କାଠଯୋଡ଼ି ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।
ଗୋରୁ ଚାଲାଣ ଗାଡି ଆଗରେ ଥିଲା ଜଗନ୍ନାଥଙ୍କର ଚିତ୍ର । ଗାଡି ପଛରେ ମାଆଙ୍କ ଆଶୀର୍ବାଦ ଲେଖା ।
ଗାଡ଼ି ଆଗରେ ଜଗନ୍ନାଥଙ୍କ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିବାର ଖବର କିନ୍ତୁ ପହଞ୍ଚି ଯାଇଥିଲା ଖୋର୍ଦ୍ଧା ଜିଲ୍ଲାର ଗୋସେବକଙ୍କ ପାଖରେ। ଆଉ ତାପରେ...
ଜବତ ଟଙ୍କାରେ ପୋଲିସ୍ ଜାଲିଆତି କରିଥିବା ଅଭିଯୋଗ । କଣ୍ଟାବାଞ୍ଜିର ଏକ ଲଜ୍ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ଓଟିଭିରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ। ଏସପି କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି ।
ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍।
ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପିଙ୍କ ସ୍କାନର୍ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।
ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍ ।
କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି ।
ନିଶାରେ ବନ୍ଧୁକୁ ମାରିଦେଲା ବନ୍ଧୁ ।