ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।
କୋହ ଭରା କଣ୍ଠରେ କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା । ସବୁ କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’
ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।
ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ଦାବି ଉଠିଛି।
ଏବେ ରହସ୍ୟମୟୀଙ୍କ ନେତାମନ୍ତ୍ରୀ ଲିଙ୍କ୍ ଥିବା ଖବର ଆସିଛି ।
ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି।
ଯୁବକଙ୍କ ପ୍ରେମରେ ପାଗଳ ହୋଇ ଝିଅ ସାମ୍ନାରେ ଜୀବନ ହାରିଲେ ତିନି ପିଲାର ମା’ ।
ସମ୍ପୃକ୍ତ ଲେଡି ବ୍ଲାକମେଲର୍ଙ୍କ ଲିଙ୍କ୍ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି।
ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି।
ହୋଟେଲ୍ ଭିତରେ ଚାଲିଥିଲା ଡିଲ୍। ମୋଟା ଅଙ୍କର ଟଙ୍କା ଆଦାୟ ପାଇଁ ଏମିତି ହେଉଥିଲା ହନିଟ୍ରାପ୍। ଧରାପଡିବା ପରେ ଦେଖନ୍ତୁ ହେଲା କଣ?
ହୋଟୋଲ ଭିତରେ ଡିଲ । ମୋଟା ଅଙ୍କର ଟଙ୍କା ଆଦାୟ ଲାଗି ଚାଲିଥିଲା ହନିଟ୍ରାପ୍ । ହାଇପ୍ରୋଫାଇଲ ଲେଡିଙ୍କ ମଧ୍ୟସ୍ଥତାରେ ଚାଲିଛି ଡିଲ୍ । ଫିଲ୍ମ ପ୍ରଯୋଜକ, ବିଲଡର୍ ଓ ରାଜନେତାଙ୍କଠୁ କେମିତି ଟଙ୍କା ଅସୁଲି କରୁଥିଲେ ଲେଡି ବ୍ଲାକମେଲର, ଓଟିଭି ହାତରେ ଲାଗିଛି ତାର ଭିଡିଓ ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ବ୍ଲାକମେଲ୍ କରିବା ଅଭିଯୋଗରେ ଭୁବନେଶ୍ୱରର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି।
କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ ।
ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ୍।
ଜଣେ ମହିଳା ବ୍ଲାକ୍ମେଲର୍ଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି।
ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।
ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ ।
ମେସେଜ୍କୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଚାଟିଂ। ଆଉ ଚାଟିଂ ଭିତରେ ଭିଡ଼ିଓ କଲ୍ ପାଇଁ ଆସିଲା ପ୍ରସ୍ତାବ। ଏତିକିରେ ରାଜି ହେବା କ୍ଷଣି ଉଲଗ୍ନ ଅବସ୍ଥାରେ ଥାଇ ସଂପୃକ୍ତ ଯୁବତୀ ଜଣକ ଭିଡ଼ିଓ କଲ୍ କରିଥିଲେ।
ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍ଠାକ୍ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍ ଭଲରେ ଚଳୁଥିଲା ।
ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ ।
ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ
ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।