ଏହାର ରକ୍ଷଣାବେକ୍ଷଣ ନିମନ୍ତେ ବନ ବିଭାଗ ପକ୍ଷରୁ ରଗଡି ଛକରେ ନିର୍ମାଣ ହେଲା ବିଟ ହାଉସ୍ । ହେଲେ ଏହା ଉଦଘାଟନ ପରେ ଆଉ କେବେ ଖୋଲାଯାଇନି କି ଏଠାକୁ କେହି ଦେଖିବାକୁ ଆସିନଥିବା କହିଛନ୍ତି ଗ୍ରାମବାସୀ । ଏବେ ଏହି ବିଟ ହାଉସରେ ଘାସ ମାଡିଯିବା ସହ ଏହା ଭୂତକୋଠି ପାଳଟି ଗଲାଣି। ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ ବେଧଡକ ଚାଲିଛି ଗଛକଟା। ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି।
ଏତେ ମାତ୍ରାରେ ଚାଷ ହୋଇଥିଲେ ମଧ୍ୟ ଏହାର ଟେର୍ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ। ଏମିତିକି ବନବିଭାଗ ମଧ୍ୟ ନିରବି ଯାଇଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ୩୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ।
ସତ କହିବାକୁ ଗଲେ, ଗିରଫ ହୋଇ ବନ ବିଭାଗ କବଜାରେ ଥିବା ଏମାନେ ଶିକାରୀ ନୁହନ୍ତି, ଏମାନେ ଜଣେ ଜଣେ ଜହ୍ଲାଦ। ପକ୍ଷୀ ଶାବକ ଗୁଡ଼ିକର ଆଖି ନଫିଟୁଣୁ ମାଆ କୋଳରୁ କିଛି ଅର୍ଥ ଲୋଭରେ ଚୋରାଇ ଆଣିଛନ୍ତି ତା’ ବସା ରୁ । ଥରଟିଏ ଭାବିଲାନି ଛୁଆ ବିନା କେମିତି ବିତୁଥିବ ତା’ ମାଆର ସମୟ। ସେପଟେ ମା’କୁ ଛାଡ଼ି କେତେ ଝୁରୁଥିବ କୁନି ଶାବକ।
କିନ୍ତୁ ନିଜ ଭୁଲ ମାନିବା ପରିବର୍ତ୍ତେ ସେମାନେ ଆକ୍ରୋଶର ଜବାବ ଦେଇଥିଲେ ଏବଂ ଚାହୁଁ ଚାହୁଁ ଘଟଣାଟି ହିଂସାତ୍ମକ ରୂପ ନେଇଥିଲା ବୋଲି କହିଛନ୍ତି ୨୨ ବର୍ଷୀୟ ବନ କର୍ମଚାରୀ ବିକାଶ।
କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି ।
ଭାଲୁ ଆକ୍ରମଣରେ ଜଣେ ବନ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି ।
ଶହ ଶହ ପୁରୁଣା ଗଛକୁ ବେଧଡ଼କ କାଟି ନେଲେ ଲୁଟେରା । ଭିଡିଓ ଭାଇରାଲ୍ ପରେ ରାଗିଲେ ପ୍ରକୃତିପ୍ରେମୀ । ବନ ବିଭାଗର ସଫେଇ ନୂଆ ଗଛ ଲାଗିବ, ଯିଏ କାଟିଛି ଛାଡ଼ିବୁନି ।
ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ..ଖୋଲୁଛି ଶିମିଳିପାଳ ହାତୀ ମୃତ୍ୟୁର ଗୁମର..ବନ କର୍ମଚାରୀ ହିଁ ମୃତ ହାତୀକୁ ପୋଡ଼ି ନଈରେ ଭସାଇଛନ୍ତି
୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା।