ସ୍ତ୍ରୀକୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ନିଜ ଅପରାଧ ସ୍ୱୀକାର କରିଥିଲେ।
ଏତେ ଆଇନ୍ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରିବାର ନାଁ ଧରୁନି। ସାମାନ୍ୟ କିଛି ଯୌତୁକ ପାଇଁ ନୀରିହ ଜୀବନ ଚାଲି ଯାଉଛି ।
ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।
ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ମୂଳ କାଢ଼ିବାକୁ ଝାଳ ବୁହାଉଥିବା ଇଡ଼ି ଅଧିକାରୀ ହାତେଇବାରେ ଲାଗିଛନ୍ତି ଅର୍ଚ୍ଚନା ନାଗର ଧନ ଅର୍ଜନର କଳାଚିଠା ।
ଏବେ ଗାଈଟିର ଅଵସ୍ଥା ସଙ୍କଟାପନ୍ନ ଅଛି ।
ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍ ରୁମ୍ରୁ ମିଳିଲା ଯୁବତୀଙ୍କ ମୃତଦେହ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି।
ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍ରେ ଚଢ଼ାଉ କରିଥିଲା ଇଡି ।
ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍ ।
ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ ଶାଶୁଘର, କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଏକକାଳୀନ ଇଡି ଛାପା ମାରିଛି
ବହୁ ବଡ଼ ବଡ଼ିଆଙ୍କ ସଂପୃକ୍ତିର ସୁରାଗ୍ ମିଳିଥିବାରୁ ଇଡି ସମସ୍ତଙ୍କୁ ସ୍କାନରରେ ରଖିଛି ।
ପ୍ରେମ ପାଇଁ ଯୁବକଙ୍କୁ ଏପରି ସଜା ମିଳିଛି ଶୁଣିଲେ ହୃଦୟ କମ୍ପି ଉଠିବ ।
ହନିଟ୍ରାପ୍ କ୍ୱିନ୍ ତଥା ଲେଡି ବ୍ଲାକ୍ ମେଲର୍ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଟିମ୍ ଚଢ଼ଉ କରିଛି। ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଛି।
ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି।
ବଞ୍ଚିବେ ନା ମରିବେ ଆଶା ଆଶଙ୍କାରେ ରାଜ୍ୟର ଶହ ଶହ କିଡନୀ ରୋଗୀ । ଭଦ୍ରକ ଅସୁରାଳି କାଶୀମପୁରର ମଞ୍ଜୁଲତା ମହାନ୍ତିଙ୍କ ଘରେ କିଡନୀ ରୋଗରେ ପଡିଛି ଭେଣ୍ଡିଆ ପୁଅ । ମାଆର ମମତା ଏତେ ଯେ, ପୁଅର ଜୀବନ ବଞ୍ଚାଇବାକୁ ଦେଇ ଦେଲେ ନିଜର ଗୋଟିଏ କିଡନୀ ।
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।
ଅନ୍ଧ କରୁଛି ସମ୍ପତ୍ତି ଲୋଭ। ହିତାହିତ ଜ୍ଞାନ ଭୁଲି ସାମାନ୍ୟ ସମ୍ପତ୍ତି ପାଇବା ଆଶାରେ ମଣିଷ ଜଘନ୍ୟ କାଣ୍ଡ ଘଟାଉଛି। ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ।
ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।
ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ । ତିନି କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କଲାନି ।
ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।
ଜାତୀୟ ରାଜପଥ କଡ଼ରୁ ଏକ ଗଛରୁ ଉଦ୍ଧାର ହୋଇଛି ଏକ ପ୍ରେମୀ ଯୁଗଳଙ୍କ ମୃତଦେହ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଘଟିଛି ଏହି ଘଟଣା।
ପାଣି ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ।
ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।