ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
ଗିରଫ ହେଲେ ଧାର୍ମିକ ଅନୁଷ୍ଠାନର ଜଣେ ରୋଷେୟା । ମହଙ୍ଗା ପଡ଼ିଲା ଯୁବତୀଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ।
ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍କୁ ଧରିଛି ପୋଲିସ୍ ।
ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି।
୧୧ ତସ୍କରଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲା ଗଣ୍ଡାହାତୀର ୪ ଜଣ
ଶିକ୍ଷକ କ’ଣ ଏମିତି ଥାଆନ୍ତି ? ବିଦ୍ୟାର ମନ୍ଦିରରେ କୁନି ପିଲାର ଗୋଡ଼ ଭାଙ୍ଗିଦେଲେ ସାର୍ ।
ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଘଟିଛି ଘଟଣା
ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍ ଗିରଫ କରିଛି।
ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।
ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍ କରି ୫ ମିନିଟ୍ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍...ଫେରି ପାଇଲେ ୨୨ ହଜାର ଟଙ୍କା।
ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।
ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।
ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।
ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ NCRB ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ।
ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଟାହିଟାପରାର ଶିକାର ହେଲେ ପୀଡିତା...ଏହା ପରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ହେଲେ.
ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।
ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ ହୋଇଗଲେ ।
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।
ଶେଷରେ ପୋଲିସ୍ ହାତରେ ଧରାପଡ଼ିଲା ଗାଡ଼ି ଚୋର । ଏବେ ଥାନାରେ କଟିବ ଦିନ ।
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?
ପୋଲିସ୍ ହାତରେ ଲାଗିଲା ୭୭ ପେଜ୍ର ସୁଇସାଇଡ୍ ନୋଟ୍
ହଷ୍ଟେଲ୍ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।
କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍ଡ ମର୍ଡର୍?
ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?