• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Fake Note
ଓଡ଼ିଶାରେ ଗଣ୍ତା ଗଣ୍ଡା ନକଲି ନୋଟ କାରଖାନା ! ୧୦ ବର୍ଷରେ ୧୦ କୋଟି ଧରାପଡ଼ିଲାଣି

ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।

Acid attack
ଘର ଆଗରେ ମହିଳାଙ୍କୁ ଏସିଡ୍ ମାଡ଼

ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।

Fake Note
ସମ୍ବଲପୁରରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ

୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।

Inspector Arrested
ଅମାନବିକତା ଦେଖାଇଲେ, ପୋଲିସ ହାତରେ ଧରାପଡ଼ିଲେ ଇନ୍ସପେକ୍ଟର୍ ମାଡାମ୍‌

ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

Ruchika mohanty
ରୁଚିକାଙ୍କୁ ରାଗିଂ ନେଇ ସୁରାକ ପାଇଲାନି ପୋଲିସ୍, ପରିବାର ଲୋକ କହିଲେ ଆଉ କେମିତି ମିଳିଥାନ୍ତା ସୁରାକ୍ ?

ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।

Snigdharani suna
ଧରାପଡ଼ିଲେ ଇନ୍‌ସ୍‌ପେକ୍ଟର ସ୍ନିଗ୍ଧାରାଣୀ ସୁନା

ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।

ATM Van Lootera
ଧରାପଡ଼ିଲା ATM ଭ୍ୟାନ୍‌ ଲୁଟେରା, ସାଇକେଲ-ଅଟୋରେ ହୋଇଥିଲା ଫେରାର

ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।

Chinese Cyber Criminal
ଚୀନ୍‌ରୁ ଅପରେଟ୍ ହେଉଥିଲା ଲୋନ ଆପ୍‌, ଚାଇନିଜ୍ ନାଗରିକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଏହିସବୁ ବେଆଇନ୍ ଲୋନ୍ ଆପ୍‌କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।

Mafia
ନିଶା ବେପାରୀ ପାକାର ଘରେ ବୁଲଡୋଜର ଚଳାଇଲା ପ୍ରଶାସନ

ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍‌ଡୋଜରରେ ଭାଙ୍ଗିଲା ଘର ।

Ruchika Mohanty
ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ, ଡିସିପି କହିଲେ ରାଗିଂ ନେଇ ପ୍ରମାଣ ନାହିଁ

କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।

Mamita Murder case
ଜାମିନରେ ଆସି ଖୋଲାମେଲାରେ ବୁଲୁଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।

Special story
ରୁଚିକା ଆତ୍ମହତ୍ୟା ପାଇଁ ଦାୟୀ କିଏ? ଘଟଣାର ୯ ଦିନ ପରେ ବି ଜାଣିପାରୁନି କମିଶନରେଟ୍ ପୋଲିସ

ଥଳକୂଳ ନପାଇ ମନସ୍ତତ୍ୱବିତଙ୍କ ସହଯୋଗ ନେଲା ତଦନ୍ତକାରୀ ଟିମ୍

Husband Killed Wife
ପାରିବାରିକ କଳହର କରୁଣ ପରିଣତି; ସାତ ଜନ୍ମର ସାଥୀକୁ ପଥର ଛେଚି ହତ୍ୟା କଲା ସ୍ୱାମୀ

ସାତ ଜନମର ସାଥୀ ହେବା ପାଇଁ ଘରକୁ ଆଣିଥିଲେ। ହେଲେ ଏଇ ଜନମରେ ସାତ ଜନମର ସାଥୀକୁ ମାରିଦେଲା ସ୍ୱାମୀ।

Husband Killed her Wife
ପାଟିକୁ ସୁଆଦିଆ ଲାଗିଲାନି ମାଂସ ତରକାରୀ, ପିଟିପିଟି ଜୀବନ ନେଇଗଲା ସ୍ୱାମୀ

ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ ।

Son Kills Father
ସାହାରା ବଦଳରେ ବାପାର ଜୀବନ ନେଲା ପୁଅ, ହତ୍ୟା ପରେ ଜାଳିଦେଲା ଶବ

ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ।

Fake Note
ଜାଲ୍ ନୋଟ୍‌ ହବ୍ ପାଲଟୁଛି କି ଓଡ଼ିଶା ? ୧୦ ବର୍ଷରେ ୧୦ କୋଟିର ନକଲି ନୋଟ୍ ଜବତ

ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।

Akbar
ସ୍କୁଲ ଭିତରକୁ ସୁନାମି ଭଳି ଖଣ୍ଡା ଧରି ମାଡ଼ି ଆସିଲେ, ଆଉ ଶିକ୍ଷକଙ୍କୁ କହିଲେ..

ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି ।

Cameraman Manas Swain Murder Case
ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା, ନିରଞ୍ଜନଙ୍କ ସମେତ ୮ ଜଣଙ୍କ ନାଁରେ ଚାର୍ଜସିଟ୍

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି ।

DIC Supervisor
ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍

ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍‌ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ।

Chandipur DRDO Espionage Case
ଚାନ୍ଦିପୁର ITR ଗୁପ୍ତଚରୀ ମାମଲାରେ ହଟିଲା ୩ଟି ଦଫା

ଅଫିସିଆଲ ସିକ୍ରେଟ ଆକ୍ଟ ଲାଗିଲେ କେନ୍ଦ୍ରରୁ ପ୍ରସିକ୍ୟୁସନ ସାଙ୍କସନ୍ ଆଣିବା କଥା କିନ୍ତୁ...

BJB College Ragging
BJB କଲେଜରେ ପୁଣି ରାଗିଂ, ମାଡ଼ ମାରି ଗାଡ଼ି ଛଡ଼ାଇ ନେଲେ ଛାତ୍ର

ବଡ଼ଗଡ଼ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ତେବେ ରାଗିଂ ଅଭିଯୋଗ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି ।