ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ମଧ୍ୟ ଶିତେଇ ଉଠିବ । ଥିରୁଭାନନ୍ତପୁରମ୍ରେ ଏମିତି ଏକ ଆଭାବନୀୟ ଘଟଣା ଘଟିଛି ।
ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।
କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।
ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।
ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା ।
ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।
X ରେ ରେଭ୍ସ ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ଇଣ୍ଡିଗୋ ବିମାନରେ ସିଟ୍ ନାହିଁ । ସିଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଏହା ମଧ୍ୟରେ ବିମାନ ମଧ୍ୟ ୯୦ ମିନିଟ ବିଳମ୍ବ ହୋଇ ସାରିଛି ।
ମଶା ତେଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ...କିନ୍ତୁ ଅଧା ଚିକିତ୍ସାରୁ ଗାଏବ ହୋଇଗଲେ । ପୁଣି ନିଖୋଜ ହେବା ପଛରେ ଯୁବ ସବ୍-ଇନ୍ସପେକ୍ଟରଙ୍କ ସଂପୃକ୍ତି ଥିବା ନେଇ ବଢୁଛି ଚର୍ଚ୍ଚା । ମେଡିକାଲ କର୍ତ୍ତୃପକ୍ଷଙ୍କର ଗୋଟିଏ କଥା ପୋଲିସ ବାବୁଙ୍କର ଆଉ ଗୋଟିଏ କଥା...
ନିଖୋଜର ୩ ଦିନ ପରେ ଉଦ୍ଧାର ହେଲେ ବୃଦ୍ଧ। ନିଜେ କୁଆଡ଼େ ରଚିଥିଲେ ନିଖୋଜର ଏହି ମହା ନାଟକ।
ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।
ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।
୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।
ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।
ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍ ମଝିରୁ ଗାଏବ ହୋଇଯାଇଛନ୍ତି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି ।
ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ଏଭଳି ଲେଖାଥିବା ପୋଷ୍ଟର ଏବେ ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେକ୍ଟର-୬ ଅଞ୍ଚଳରେ କାନ୍ଥ, ସ୍କୁଲ ଘର ଓ କ୍ଲବ ଘରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ..
ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।
ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି।ଏହାପରେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କକୁ ଖବର ଦେବା ପରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଲିସକୁ ଖବର ଦିଆଯାଇଥିବା କୁହାଯାଉଛି। ଖବର ପାଇବା ପରେ ପୋଲିସ ସିକ୍ୟୁରିଟି […]